ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ

ଖଲ୍ଲିକୋଟ: ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ I ଅନ୍ୟ ଜଣେ ଗୁରୁତର । ମୃତ ଭାଇର ବୟସ ୬ ବର୍ଷ ହୋଇଥିବାବେଳେ ଭଉଣୀର ବୟସ ୩ ବର୍ଷ I ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଖଲ୍ଲିକୋଟ ଥାନା ମରେଇ ନୂଆଗାଁରେ । ଆଜି ଭାଇ ଭଉଣୀ ଦୁଇ ଜଣ ପୋଖରୀ ନିକଟରେ ଖେଳିବା ବେଳେ କୌଣସି କାରଣ ବଶତଃ ପାଣିରେ ପଡି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ପଫେରିବାରୁ ପରିବାର ଲୋକେ ଖୋଜାଖୋଜି […]

ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ
ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ

ଖଲ୍ଲିକୋଟ: ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ I ଅନ୍ୟ ଜଣେ ଗୁରୁତର । ମୃତ ଭାଇର ବୟସ ୬ ବର୍ଷ ହୋଇଥିବାବେଳେ ଭଉଣୀର ବୟସ ୩ ବର୍ଷ I ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଖଲ୍ଲିକୋଟ ଥାନା ମରେଇ ନୂଆଗାଁରେ । ଆଜି ଭାଇ ଭଉଣୀ ଦୁଇ ଜଣ ପୋଖରୀ ନିକଟରେ ଖେଳିବା ବେଳେ କୌଣସି କାରଣ ବଶତଃ ପାଣିରେ ପଡି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ପଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ବାପା ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।