ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୩।୧୦: ଚଳିତ ପାର୍ବଣ ଋତୁରେ ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ଗ୍ରାହକମାନେ ଆମାଜନ ଡଟ୍‌ ଇନ୍‌ର ଫେଷ୍ଟିଭ ଗିଫ୍ଟିଙ୍ଗ ଷ୍ଟୋରକୁ ଅନ୍ବେଷଣ କରିପାରିବେ। ଏପରିକି ପ୍ରତି କ୍ରୟ ଉପରେ ୨୦୦ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ସହ ଫେଷ୍ଟିଭ ଗିଫ୍ଟିଙ୍ଗରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେହିଭଳି ଜଣେ ଗ୍ରାହକ ସିଜନର ସମସ୍ତ ଟପ୍‌ ଫେଷ୍ଟିଭ ଗିଫ୍ଟିଂ ଉପରେ କୁପନ ସବ୍‌ସ୍କ୍ରିପଶନ ସହ ଅତିରିକ୍ତ ୧୦%ର ରିହାତି ପାଇବେ। ବିଶେଷକରି ଫୁଲ୍‌, ୪୭୦୦ବିସି, ଇଟ୍‌ ବେଟର କୋ, ଗେଣ୍ଡା […] The post ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର appeared first on Dharitri Odia News.

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୩।୧୦: ଚଳିତ ପାର୍ବଣ ଋତୁରେ ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ଗ୍ରାହକମାନେ ଆମାଜନ ଡଟ୍‌ ଇନ୍‌ର ଫେଷ୍ଟିଭ ଗିଫ୍ଟିଙ୍ଗ ଷ୍ଟୋରକୁ ଅନ୍ବେଷଣ କରିପାରିବେ। ଏପରିକି ପ୍ରତି କ୍ରୟ ଉପରେ ୨୦୦ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ସହ ଫେଷ୍ଟିଭ ଗିଫ୍ଟିଙ୍ଗରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେହିଭଳି ଜଣେ ଗ୍ରାହକ ସିଜନର ସମସ୍ତ ଟପ୍‌ ଫେଷ୍ଟିଭ ଗିଫ୍ଟିଂ ଉପରେ କୁପନ ସବ୍‌ସ୍କ୍ରିପଶନ ସହ ଅତିରିକ୍ତ ୧୦%ର ରିହାତି ପାଇବେ। ବିଶେଷକରି ଫୁଲ୍‌, ୪୭୦୦ବିସି, ଇଟ୍‌ ବେଟର କୋ, ଗେଣ୍ଡା ଫୁଲ୍‌, ଗୋ ଦେଶୀ ଭଳି ପ୍ରିମିୟମ ବ୍ରାଣ୍ଡ୍‌ଗୁଡିକର ବିସ୍ତୃତ ଚୟନ ଉପରେ ଏହି ଅଫରଗୁଡିକ ଉପଲବ୍ଧ ରହିଛି, ଫେଷ୍ଟିଭ ଗିଫ୍ଟିଂ ଷ୍ଟୋର ସହ ଗ୍ରାହକମାନେ ଦ୍ରୁତ ଓ ନିର୍ଭରଯୋଗ୍ୟ ଡେଲିଭରି ମଧ୍ୟ ଉପଭୋଗ କରିପାରିବେ। ସେହିପରି ପାର୍ବଣ ସମୟରେ ଆମାଜନର ଫେଷ୍ଟିଭ ଗିଫ୍ଟିଂ ଷ୍ଟୋରରେ ଆନନ୍ଦ ରୟାଲ ଆସର୍ଟେଡ ସ୍ବିଟ୍‌ସ ଫେଷ୍ଟିଭ ଗିଫ୍ଟ ପ୍ୟାକ୍‌, କ୍ୟାଡ୍‌ବରି ସେଲିବ୍ରେଶନ୍ସ ପ୍ରିମିୟମ ସିଲେକ୍ସନ ଚକୋଲେଟ୍‌ସ ଗିଫ୍ଟ ପ୍ୟାକ୍‌, ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଫେଷ୍ଟିଭ ବକ୍ସ ଅଫ୍‌ ଜୟ ଗିଫ୍ଟ ହାମ୍ପର, ନଟ୍‌ରାଜ ଦିୱାଲି ଡ୍ରାଏଫ୍ରୁଟ୍ସ ଗିଫ୍ଟ ବକ୍ସ ଭଳି ଉପହାର ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି।
ଉଲ୍ଲେଖଯୋଗ୍ୟ, ପର୍ସନାଲ ଓ ବେବି କେୟାର ଏସେନ୍ସିଆଲ୍ସ ବର୍ଗରେ ହିମାଳୟା ବେବି ବାସ୍କେଟ ଗିଫ୍ଟ ପ୍ୟାକ୍‌, ଜିଲେଟ ଫ୍ଲେକ୍ସବଲ ପ୍ରୋ ଗ୍ଲାଇଡ ଗିଫ୍ଟ ପ୍ୟାକ୍‌, ବମ୍ବେ ସେଭିଙ୍ଗ କମ୍ପାନୀ ଆଣ୍ଡ ଗ୍ରୁମିଂ କିଟ୍‌ ଫର୍‌ ମେନ୍‌, ସେଟାଫିଲ ବେବି ଗିଫ୍ଟ ପ୍ୟାକ୍‌ସ ୱିଥ ସଫ୍ଟ ଟୟ ଭଳି ଗିଫ୍ଟ ଆକର୍ଷଣୀୟ ରିହାତି ସହ ଉପଲବ୍ଧ ରହିଛି।

The post ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର appeared first on Dharitri Odia News.