ଫକୀରମୋହନ କଲେଜ ନିଲମ୍ବିତ ଅଧ୍ୟକ୍ଷ ଗିରଫ
ବାଲେଶ୍ୱର: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଗିରଫ ହେଲେ ନିଲମ୍ବିତ କଲେଜ ଅଧ୍ୟକ୍ଷ । ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ପୋଲିସ । ଶନିବାର ଇଣ୍ଟିଗ୍ରେଟେଡ୍ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦ୍ୱାରା ଅସଦାଚରଣର ଶିକାର ହେବା ପରେ ସୌମ୍ୟାଶ୍ରୀ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚି଼ତ୍ସିତ ହେଉଛନ୍ତି । ତାଙ୍କ ଶରୀର ପ୍ରାୟ ୯୫ % ଜଳିଯାଇଛି । ନିଆଁ ଓ […]

ବାଲେଶ୍ୱର: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଗିରଫ ହେଲେ ନିଲମ୍ବିତ କଲେଜ ଅଧ୍ୟକ୍ଷ । ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ପୋଲିସ ।
ଶନିବାର ଇଣ୍ଟିଗ୍ରେଟେଡ୍ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଦ୍ୱାରା ଅସଦାଚରଣର ଶିକାର ହେବା ପରେ ସୌମ୍ୟାଶ୍ରୀ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚି଼ତ୍ସିତ ହେଉଛନ୍ତି । ତାଙ୍କ ଶରୀର ପ୍ରାୟ ୯୫ % ଜଳିଯାଇଛି । ନିଆଁ ଓ ଧୂଆଁ କାରଣରୁ ଯକୃତ, ବୃକକ୍ ଇତ୍ୟାଦି ସଂକ୍ରମିତ ହେବା ନେଇ କୁହାଯାଉଛି । ସୌମ୍ୟାଶ୍ରୀଙ୍କ ବାପା ଝିଅର ଜୀବନ ରକ୍ଷା ପାଇଁ ଓନିଶାବାସୀଙ୍କ ଆଗରେ ପାର୍ଥନା କରିଛନ୍ତି । ଏହି ଘଟଣାରେ ଜୋର ଧରିଛି ରାଜନୀତି ।