ଫଟୋ ବିଜ୍ଞାପନ ପାଇଁ ନବୀନ ସରକାର ଖୋଲି ଦେଇଥିଲେ ପେଡ଼ି

ବିଧାନସଭାରୁ ଆସିଛି ଏଭଳି ଆଖି ଖୋସି ଦେଲା ଭଳି ତଥ୍ୟ।

ଫଟୋ ବିଜ୍ଞାପନ ପାଇଁ ନବୀନ ସରକାର ଖୋଲି ଦେଇଥିଲେ ପେଡ଼ି

ଫଟୋ ବିଜ୍ଞାପନ ପାଇଁ ନବୀନ ସରକାର ଖୋଲି ଦେଇଥିଲେ ପେଡ଼ି । ଦେଢବର୍ଷରେ ପ୍ରଚାର ପ୍ରସାର ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ପାଖାପାଖି ୪୦ କୋଟି ଟଙ୍କା। ଖାଲି ସେତିକି ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେତେବେଳର 5T ସଚିବ ଓ ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କ ଫଟୋ ଥାଇ ବି ମାଳମାଳ ବିଜ୍ଞାପନ ଦିଆଯାଇଛି ବିଭିନ୍ନ ଖବର କାଗଜକୁ। ବିଧାନସଭାରୁ ଆସିଛି ଏଭଳି ଆଖି ଖୋସି ଦେଲା ଭଳି ତଥ୍ୟ।