ଫୁଲ ତୋଳିବାକୁ ଯିବାବେଳେ ଧକ୍କା ଦେଲା ଅଜଣା ଗାଡି, କ୍ଷଟିପୂରଣ ଦାବିରେ ରାସ୍ତା ଅବରୋଧ

ଅନୁଗୋଳ ୬।୮: ଅନୁଗୋଳ NH55 କରଡ଼ାଗାଡ଼ିଆ ଛକରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ମୃତକ ସ୍ଥାନୀୟ କରଡ଼ାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ । ଫୁଲ ତୋଳିବା ପାଇଁ ଯାଉଥିବା ସମୟରେ ଅଜଣା ଗାଡି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକ କ୍ଷତିପୂରଣ ଏବଂ ସୁରକ୍ଷା ଦାବିକରି ରାସ୍ତା ଅବରୋଧ କରିଛନ୍ତି ।You Can Read:ରାଜଧାନୀରେ ଅଟୋ, ଟ୍ୟାକ୍ସି ଡ୍ରାଇଭରଙ୍କ ଚକ-ଅଖ ଜାମ୍, ପ୍ରାଇଭେଟ୍ ନମ୍ବରରେ ୨ ଚକିଆ ଯାନ ପାସେଞ୍ଜର ନେବା ଆଣିବାକୁ ବିରୋଧ

ଫୁଲ ତୋଳିବାକୁ ଯିବାବେଳେ ଧକ୍କା ଦେଲା ଅଜଣା ଗାଡି, କ୍ଷଟିପୂରଣ ଦାବିରେ ରାସ୍ତା ଅବରୋଧ

ଅନୁଗୋଳ ୬।୮: ଅନୁଗୋଳ NH55 କରଡ଼ାଗାଡ଼ିଆ ଛକରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ । ମୃତକ ସ୍ଥାନୀୟ କରଡ଼ାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ । ଫୁଲ ତୋଳିବା ପାଇଁ ଯାଉଥିବା ସମୟରେ ଅଜଣା ଗାଡି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକ କ୍ଷତିପୂରଣ ଏବଂ ସୁରକ୍ଷା ଦାବିକରି ରାସ୍ତା ଅବରୋଧ କରିଛନ୍ତି ।

You Can Read:

ରାଜଧାନୀରେ ଅଟୋ, ଟ୍ୟାକ୍ସି ଡ୍ରାଇଭରଙ୍କ ଚକ-ଅଖ ଜାମ୍, ପ୍ରାଇଭେଟ୍ ନମ୍ବରରେ ୨ ଚକିଆ ଯାନ ପାସେଞ୍ଜର ନେବା ଆଣିବାକୁ ବିରୋଧ