ବଡ଼ ଭାଇର ଫାଉଡ଼ା ମାଡ଼ରେ ସାନ ଭାଇର ଗଲା ଜୀବନ
ଭବାନୀପାଟଣା,୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଗ୍ରାମରେ ଶୁକ୍ରବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମିବାଡିକୁ କେନ୍ଦ୍ରକରି ବଡ଼ ଭାଇ ପ୍ରେମାନନ୍ଦ ନାଏକଙ୍କ ଫାଉଡା ଚୋଟରେ ସାନ ଭାଇ ଲିଙ୍ଗରାଜଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଜୁନାଗଡ଼ ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ପୋଲିସ ଅଭିଯୁକ୍ତ ବଡ଼ ଭାଇଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ […] The post ବଡ଼ ଭାଇର ଫାଉଡ଼ା ମାଡ଼ରେ ସାନ ଭାଇର ଗଲା ଜୀବନ appeared first on Dharitri Odia News.
ଭବାନୀପାଟଣା,୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମହିଭର ଗ୍ରାମରେ ଶୁକ୍ରବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମିବାଡିକୁ କେନ୍ଦ୍ରକରି ବଡ଼ ଭାଇ ପ୍ରେମାନନ୍ଦ ନାଏକଙ୍କ ଫାଉଡା ଚୋଟରେ ସାନ ଭାଇ ଲିଙ୍ଗରାଜଙ୍କ ମୃତ୍ୟୁ ଘଟିଛି।
ଖବର ପାଇ ଜୁନାଗଡ଼ ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ପୋଲିସ ଅଭିଯୁକ୍ତ ବଡ଼ ଭାଇଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
The post ବଡ଼ ଭାଇର ଫାଉଡ଼ା ମାଡ଼ରେ ସାନ ଭାଇର ଗଲା ଜୀବନ appeared first on Dharitri Odia News.