ବଢୁଛି ଶୀତ, ମଣ୍ଡାସରୁକୁ ପର୍ଯ୍ୟଟକଙ୍କ ଆଗମନ

ରାଇକିଆ, ୧୯।୧୧-(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ହ୍ରାସ ହୋଇଥିବାବେଳେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାଇକିଆ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଅଧିକ ଅନୁଭୂତ ହେଉଛ। ତାପମାତ୍ରା ଖସି ୧୦ ଡିଗ୍ରୀକୁ ଛୁଇଁଛି। ଶୀତର ମଜା ନେବା ପାଇଁ ବାହାର ଜିଲାରୁ ପର୍ଯ୍ୟଟକ ଆସୁଛନ୍ତି। ପ୍ରମୁଖ ପର୍ଯ୍ୟଟନସ୍ଥଳ ମଣ୍ଡାସୁର ଇକୋ ଟୁରିଯିମକୁ ଛୁଟି କଟାଇବା […] The post ବଢୁଛି ଶୀତ, ମଣ୍ଡାସରୁକୁ ପର୍ଯ୍ୟଟକଙ୍କ ଆଗମନ appeared first on Dharitri Odia News.

ବଢୁଛି ଶୀତ, ମଣ୍ଡାସରୁକୁ ପର୍ଯ୍ୟଟକଙ୍କ ଆଗମନ

ରାଇକିଆ, ୧୯।୧୧-(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ହ୍ରାସ ହୋଇଥିବାବେଳେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାଇକିଆ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଅଧିକ ଅନୁଭୂତ ହେଉଛ। ତାପମାତ୍ରା ଖସି ୧୦ ଡିଗ୍ରୀକୁ ଛୁଇଁଛି। ଶୀତର ମଜା ନେବା ପାଇଁ ବାହାର ଜିଲାରୁ ପର୍ଯ୍ୟଟକ ଆସୁଛନ୍ତି। ପ୍ରମୁଖ ପର୍ଯ୍ୟଟନସ୍ଥଳ ମଣ୍ଡାସୁର ଇକୋ ଟୁରିଯିମକୁ ଛୁଟି କଟାଇବା ପାଇଁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛ। ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ପ୍ରତ୍ୟେକ ଦିନ ଏଠାରେ ଭିଡ଼ ଜମୁଛି।

 

The post ବଢୁଛି ଶୀତ, ମଣ୍ଡାସରୁକୁ ପର୍ଯ୍ୟଟକଙ୍କ ଆଗମନ appeared first on Dharitri Odia News.