ବିଜେଡି ଛାଡିଲେ ଆକାଶ, କହିଲେ କୋରେଇ ଲୋକଙ୍କ ସ୍ୱାଭିମାନ ପାଇଁ ଦଳ ଛାଡିଲି
ଭୁବନେଶ୍ୱର ୩୦/୦୩: ବିଜେଡି ଛାଡିଲେ ପୂର୍ବତନ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ । ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ବିଜେଡି ଛାଡ଼ିବା ପରେ ଆକାଶ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ହୋଇନାହିଁଁ। ୨୦୧୪ରୁ ୨୦୧୯ ଯାଏଁ କୋରେଇ ବିଧାୟକ ଥିଲେ । ଏହାସହ ମୋ କଲେଜ ଅଧ୍ୟକ୍ଷ ମଧ୍ୟ ଥିଲେ ଆକାଶ ଦାସ ନାୟକ । ତେବେ ଦଳ ଛାଡିବା ପରେ ସେ କହିଛନ୍ତି ଆଜି ମୁଁ ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଛି । ମୋର ଆତ୍ମସମ୍ମାନ ପାଇଁ ମୋର ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ମୁଁ ଆଜି ଦଳର ପ୍ରାଥମିତ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ । you can also read...ଅଲୋଡା ହେଲି ବୋଲି ଦଳ ଛାଡିଲି, ଖୁବଶୀଘ୍ର ନୂଆ ଦଳରେ ସାମିଲ ହେବି: ପ୍ରିୟଦର୍ଶୀ
ଭୁବନେଶ୍ୱର ୩୦/୦୩: ବିଜେଡି ଛାଡିଲେ ପୂର୍ବତନ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ । ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ବିଜେଡି ଛାଡ଼ିବା ପରେ ଆକାଶ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ହୋଇନାହିଁଁ। ୨୦୧୪ରୁ ୨୦୧୯ ଯାଏଁ କୋରେଇ ବିଧାୟକ ଥିଲେ । ଏହାସହ ମୋ କଲେଜ ଅଧ୍ୟକ୍ଷ ମଧ୍ୟ ଥିଲେ ଆକାଶ ଦାସ ନାୟକ ।
ତେବେ ଦଳ ଛାଡିବା ପରେ ସେ କହିଛନ୍ତି ଆଜି ମୁଁ ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଛି । ମୋର ଆତ୍ମସମ୍ମାନ ପାଇଁ ମୋର ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ମୁଁ ଆଜି ଦଳର ପ୍ରାଥମିତ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ ।
you can also read...
ଅଲୋଡା ହେଲି ବୋଲି ଦଳ ଛାଡିଲି, ଖୁବଶୀଘ୍ର ନୂଆ ଦଳରେ ସାମିଲ ହେବି: ପ୍ରିୟଦର୍ଶୀ