ବିଦ୍ୟୁତ୍ ତାରରେ ଲାଗି ଦନ୍ତାହାତୀ ମୃତ
ଦେବଗଡ଼,୧୮।୨(ଶଶଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନରେ ଏକ ଅଘଟଣ ଘଟିଛି। ସେକ୍ସନ ଅଧୀନ ଗରିଆପାଲୀ ଗାଁ ରାସ୍ତାରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ହେଲେ ବିଦ୍ୟୁତ୍ ତାର ଲାଗି ଦନ୍ତାହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ସୂଚନା ମଳିଛି। The post ବିଦ୍ୟୁତ୍ ତାରରେ ଲାଗି ଦନ୍ତାହାତୀ ମୃତ appeared first on Dharitri Odia News.
ଦେବଗଡ଼,୧୮।୨(ଶଶଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନରେ ଏକ ଅଘଟଣ ଘଟିଛି। ସେକ୍ସନ ଅଧୀନ ଗରିଆପାଲୀ ଗାଁ ରାସ୍ତାରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି।
ହେଲେ ବିଦ୍ୟୁତ୍ ତାର ଲାଗି ଦନ୍ତାହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ସୂଚନା ମଳିଛି।
The post ବିଦ୍ୟୁତ୍ ତାରରେ ଲାଗି ଦନ୍ତାହାତୀ ମୃତ appeared first on Dharitri Odia News.