ବିଧାନସଭାରେ ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
ଭୁବନେଶ୍ବର : ବିଜେଡିର ଅଭିନବ ପ୍ରତିବାଦ। ଗଙ୍ଗା ଜଳ ଛିଞ୍ଚି ଦଳ ଏପରି ପ୍ରତିବାଦ କରିଛି। ବିଧାନସଭାର ପବିତ୍ର ଗୃହକୁ... The post ବିଧାନସଭାରେ ଗଙ୍ଗା ଜଳ ଛିଞ୍ଚିଲା ବିଜେଡି appeared first on .
ଭୁବନେଶ୍ବର : ବିଜେଡିର ଅଭିନବ ପ୍ରତିବାଦ। ଗଙ୍ଗା ଜଳ ଛିଞ୍ଚି ଦଳ ଏପରି ପ୍ରତିବାଦ କରିଛି। ବିଧାନସଭାର ପବିତ୍ର ଗୃହକୁ ବିଜେପି ଅପବିତ୍ର କରିଥିବାର ଅଭିଯୋଗ କରି ଅଭିନବ ପ୍ରତିବାଦ କରିଛି ବିଜେଡି। ଗଣତନ୍ତ୍ରର ସ୍ବରକୁ ଚପାଇବା ଲାଗି ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ତୀବ୍ର ସମାଲୋଚନା କରିିଛି ବିଜେଡି। ବିଧାନସଭା ପରିକ୍ରମା କରି ଭିତର ଓ ବାହାରେ ଗଙ୍ଗାଜଳ ସିଞ୍ଚନ କରିଛନ୍ତି ଦଳୀୟ ବିଧାୟକ। ବଜେଟ ଅଧିବେଶନ କାଳରେ ବିରୋଧୀ ଦଳର ଦାବି ରଖୁନାହାନ୍ତି ସରକାର। ବିଧାୟକମାନଙ୍କ କଣ୍ଠରୋଧ କରାଯାଇଛି ବୋଲି ଅଭିଯୋଗ କରୁଛି ବିଜେଡି।
The post ବିଧାନସଭାରେ ଗଙ୍ଗା ଜଳ ଛିଞ୍ଚିଲା ବିଜେଡି appeared first on .