ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ସୁଦର୍ଶନ ବେହେରା
ପୁରୁଷୋତ୍ତମପୁର,୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଓ ତହସିଲ କାର୍ଯ୍ୟାଳୟ ଲାଗି ଖଲ୍ଲିକୋଟ ବିଧାୟକଙ୍କ ପ୍ରତିନିଧି ରୂପେ ସୁଦର୍ଶନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ଚିଠି ନଂ ୨୦୨୫୧୯ ପ୍ରକାରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ବିଧାୟକଙ୍କ ଅନୁପସ୍ଥିତିରେ ସୁଦର୍ଶନ ବିଧାୟକଙ୍କ ଦାୟିତ୍ୱ ତୁଲାଇବେ। The post ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ସୁଦର୍ଶନ ବେହେରା appeared first on Dharitri Odia News.
ପୁରୁଷୋତ୍ତମପୁର,୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଓ ତହସିଲ କାର୍ଯ୍ୟାଳୟ ଲାଗି ଖଲ୍ଲିକୋଟ ବିଧାୟକଙ୍କ ପ୍ରତିନିଧି ରୂପେ ସୁଦର୍ଶନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ଚିଠି ନଂ ୨୦୨୫୧୯ ପ୍ରକାରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ବିଧାୟକଙ୍କ ଅନୁପସ୍ଥିତିରେ ସୁଦର୍ଶନ ବିଧାୟକଙ୍କ ଦାୟିତ୍ୱ ତୁଲାଇବେ।
The post ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ସୁଦର୍ଶନ ବେହେରା appeared first on Dharitri Odia News.