ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ୍
ଭୁବନେଶ୍ୱର,୩୧ା୧: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବୁଧବାର ଦାଖଲ ହୋଇଛି ଚାର୍ଜଫ୍ରେମ୍। ବିଧାୟକଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ଚାର୍ଜଶିଟ୍ ଦାଖଲ ହୋଇଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି। ସ୍ପେଶାଲ ଜଜ୍, ସ୍ପେଶାଲ କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଭିଜିଲାନ୍ସ କୋର୍ଟରେ ଉଭୟ ଦମ୍ପତିଙ୍କ ନାମରେ ୩୦୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ ହୋଇଥିଲା। The post ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ୍ appeared first on Dharitri Odia News.
ଭୁବନେଶ୍ୱର,୩୧ା୧: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବୁଧବାର ଦାଖଲ ହୋଇଛି ଚାର୍ଜଫ୍ରେମ୍। ବିଧାୟକଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ଚାର୍ଜଶିଟ୍ ଦାଖଲ ହୋଇଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି। ସ୍ପେଶାଲ ଜଜ୍, ସ୍ପେଶାଲ କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ ହୋଇଥିବା ଜଣାପଡ଼ିଛି।
ପୂର୍ବରୁ ଭିଜିଲାନ୍ସ କୋର୍ଟରେ ଉଭୟ ଦମ୍ପତିଙ୍କ ନାମରେ ୩୦୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ ହୋଇଥିଲା।
The post ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ୍ appeared first on Dharitri Odia News.