ବିରାଟ କୋହଲି ମୋବାଇଲରେ ବିତାନ୍ତି ଏତେ ଟାଇମ୍‌, ଫେଭୋରାଇଟ୍‌ ଆପ୍‌ ହେଉଛି…

ଭାରତର ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ନିଜ ଫୋନର ଫେଭୋରାଇଟ ଆପ୍ସ ବିଷୟରେ ଖୁଲାସା କରିଛନ୍ତି। ଏକ ଭାଇରାଲ ଭିଡିଓରେ କୋହଲି ମୋବାଇଲରେ ତାଙ୍କର ଫେଭୋରାଇଟ ଆପ୍‌ କେଉଁଟି ଓ ସେ କେତେଘଣ୍ଟା ମୋବାଇଲରେ ବିତାନ୍ତି ସେ ସମ୍ପର୍କରେ କହିଛନ୍ତି। ସୋସିଆଲ ମିଡିଆ ଇନଷ୍ଟାର ଏକ ଆକାଉଣ୍ଟ hustlewithhrithik ରେ ସେ ଏସମ୍ପର୍କରେ କହୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ କହିଛନ୍ତି, ସେ ଦିନକୁ ଏକରୁ ଦେଢ ଘଣ୍ଟା ଫୋନରେ ବିତାଇଥାନ୍ତି। କେବଳ ଦିନକୁ […] The post ବିରାଟ କୋହଲି ମୋବାଇଲରେ ବିତାନ୍ତି ଏତେ ଟାଇମ୍‌, ଫେଭୋରାଇଟ୍‌ ଆପ୍‌ ହେଉଛି… appeared first on Dharitri Odia News.

ବିରାଟ କୋହଲି ମୋବାଇଲରେ ବିତାନ୍ତି ଏତେ ଟାଇମ୍‌, ଫେଭୋରାଇଟ୍‌ ଆପ୍‌ ହେଉଛି…

ଭାରତର ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ନିଜ ଫୋନର ଫେଭୋରାଇଟ ଆପ୍ସ ବିଷୟରେ ଖୁଲାସା କରିଛନ୍ତି। ଏକ ଭାଇରାଲ ଭିଡିଓରେ କୋହଲି ମୋବାଇଲରେ ତାଙ୍କର ଫେଭୋରାଇଟ ଆପ୍‌ କେଉଁଟି ଓ ସେ କେତେଘଣ୍ଟା ମୋବାଇଲରେ ବିତାନ୍ତି ସେ ସମ୍ପର୍କରେ କହିଛନ୍ତି।

ସୋସିଆଲ ମିଡିଆ ଇନଷ୍ଟାର ଏକ ଆକାଉଣ୍ଟ hustlewithhrithik ରେ ସେ ଏସମ୍ପର୍କରେ କହୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ କହିଛନ୍ତି, ସେ ଦିନକୁ ଏକରୁ ଦେଢ ଘଣ୍ଟା ଫୋନରେ ବିତାଇଥାନ୍ତି। କେବଳ ଦିନକୁ ଥରେ ନୁହେଁ। ଦିନକୁ ଅର୍ଥାତ୍‌ ୨୪ଘଣ୍ଟାରେ ସେ କେବଳ ଘଣ୍ଟେ ପାଇଁ ଫୋନ ବ୍ୟବହାର କରନ୍ତି। ଏଥିସହ ମୋବାଇଲରେ ତାଙ୍କର ଫେଭୋରାଇଟ ଆପ ୟୁଟ୍ୟୁବ ଅଟେ। କାରଣ ସେ ଗୀତ ଶୁଣିବାକୁ ବେଶୀ ଭଲପାଆନ୍ତି।

The post ବିରାଟ କୋହଲି ମୋବାଇଲରେ ବିତାନ୍ତି ଏତେ ଟାଇମ୍‌, ଫେଭୋରାଇଟ୍‌ ଆପ୍‌ ହେଉଛି… appeared first on Dharitri Odia News.