ବିଷାକ୍ତ ମଦ ପିଇ ୨ ମୃତ , ୧ ଗୁରୁତର
ହିନ୍ଦୋଳ : ବିଷାକ୍ତ ମଦ ନେଲା ଦୁଇ ଜୀବନ । ଦୁଇ ଦିନରେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଢ଼େଙ୍କାନାଳ ଜିଲ୍ଲା ରାସୋଳ ଥାନା ବଂପା ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ଦୁଇଜଣ ହେଲେ ଵଂପା ଗାଁର ପ୍ରଫୁଲ୍ଲ ସାମଲ ଏବଂ ମିଲୁ ସାମଲ । ଗୁରୁତର ସୁଶାନ୍ତ ମାଝୀ ଏବେ ଢ଼େଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି […] The post ବିଷାକ୍ତ ମଦ ପିଇ ୨ ମୃତ , ୧ ଗୁରୁତର appeared first on KNews Odisha.

ହିନ୍ଦୋଳ : ବିଷାକ୍ତ ମଦ ନେଲା ଦୁଇ ଜୀବନ । ଦୁଇ ଦିନରେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଢ଼େଙ୍କାନାଳ ଜିଲ୍ଲା ରାସୋଳ ଥାନା ବଂପା ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ଦୁଇଜଣ ହେଲେ ଵଂପା ଗାଁର ପ୍ରଫୁଲ୍ଲ ସାମଲ ଏବଂ ମିଲୁ ସାମଲ । ଗୁରୁତର ସୁଶାନ୍ତ ମାଝୀ ଏବେ ଢ଼େଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ନିଶା ଯୋଗୁଁ ଅନେକ ପରିବାର ଉଜୁଡିବା ଦେଖିବାକୁ ମିଳୁଛି । ଗାଁ ଠାରୁ ସହର ଯାଏ ସବୁଠି ନିଶାଦ୍ରବ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଫଳରେ ଏହିଭଳି ଅଘଟଣ ଘଟି ଚାଲିଛି ।
Also read :ଭୁଲ୍ ଇଞ୍ଜେକସନରୁ ଚାଲିଗଲା ଜୀବନ, ରୋଗୀ ମୃତ୍ୟୁ ନେଇ କଟକ ସିଟି ହସ୍ପିଟାଲରେ ଉତ୍ତେଜନା
The post ବିଷାକ୍ତ ମଦ ପିଇ ୨ ମୃତ , ୧ ଗୁରୁତର appeared first on KNews Odisha.