ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ

ପ୍ୟାରିସ୍‌: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍‌ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍‌କେନ୍‌ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍‌ ‘କୋଲିନ୍‌ ଡୁ ବୋକେଜ ଓ ବାରବ୍ରୋସା’ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୮ରେ ଆମେରିକାର ଓ୍ବମିଙ୍ଗଠାରେ ଉକ୍ତ କଙ୍କାଳର ଆବିଷ୍କାର କରାଯାଇଥିଲା। ଏହାର ମାପ ୨୦.୫୦ ମିଟର ରହିଥିଲା। ନିଲାମକାରୀ ଓଲିଭିୟର କୋଲିନ୍‌ ଡୁ ବୋକେଜ କହିଛନ୍ତି, ନିଲାମ ପରେ ଯେଉଁ ବ୍ୟକ୍ତି ଏହି କଙ୍କାଳକୁ କିଣିବେ, ତାଙ୍କୁ ଜିପିଏସ୍‌ ପଏଣ୍ଟ, ଖନନ […] The post ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ appeared first on Dharitri Odia News.

ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ

ପ୍ୟାରିସ୍‌: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍‌ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍‌କେନ୍‌ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍‌ ‘କୋଲିନ୍‌ ଡୁ ବୋକେଜ ଓ ବାରବ୍ରୋସା’ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୮ରେ ଆମେରିକାର ଓ୍ବମିଙ୍ଗଠାରେ ଉକ୍ତ କଙ୍କାଳର ଆବିଷ୍କାର କରାଯାଇଥିଲା। ଏହାର ମାପ ୨୦.୫୦ ମିଟର ରହିଥିଲା। ନିଲାମକାରୀ ଓଲିଭିୟର କୋଲିନ୍‌ ଡୁ ବୋକେଜ କହିଛନ୍ତି, ନିଲାମ ପରେ ଯେଉଁ ବ୍ୟକ୍ତି ଏହି କଙ୍କାଳକୁ କିଣିବେ, ତାଙ୍କୁ ଜିପିଏସ୍‌ ପଏଣ୍ଟ, ଖନନ ଯୋଜନା ସହ ଏକ ଆର୍କିଓଲୋଜିକାଲ ମାନଚିତ୍ର ଏବଂ ଡାଇନୋସରର ଆନୁଷ୍ଠାନିକ ଭାବେ ପୁନଃ ନାମକରଣ କରିବାର ଅଧିକାର ତଥା ନମୁନାର କପି ରାଇଟ ମଧ୍ୟ ପ୍ରଦାନ କରାଯିବ।

The post ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ appeared first on Dharitri Odia News.