ଭାଜପାରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ!

ଭୁବନେଶ୍ୱର,୨୯ା୨: ଚିଲିକାର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁବାର ଅପରାହ୍ନରେ ସେ ଭାଜପାର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅଫିସ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ପରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ କର୍ମଚାରୀ ଗୁରୁତର ହୋଇଥିଲେ। ଉକ୍ତ […] The post ଭାଜପାରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ! appeared first on Dharitri Odia News.

ଭାଜପାରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ!

ଭୁବନେଶ୍ୱର,୨୯ା୨: ଚିଲିକାର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗୁରୁବାର ଅପରାହ୍ନରେ ସେ ଭାଜପାର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅଫିସ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ପରେ ସାଧାରଣ ଜନତାଙ୍କ ସମେତ କିଛି ପୋଲିସ କର୍ମଚାରୀ ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ ବିଧାୟକଙ୍କୁ ଗିରଫ କରାଯାଇଥିଲା

The post ଭାଜପାରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ! appeared first on Dharitri Odia News.