ଭାରତରେ ଚିହ୍ନଟ ହେଲେ ମଙ୍କିପକ୍ସର ପ୍ରଥମ ରୋଗୀ, ଆଡଭାଇଜରି ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହେଲେ ମଙ୍କିପକ୍ସର ପ୍ରଥମ ରୋଗୀ। ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ଏହି ସନ୍ଦିଗ୍ଧ ରୋଗୀଙ୍କୁ ଡାକ୍ତରଖାନାରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ବର୍ତ୍ତମାନ, ତାଙ୍କ ନମୁନା ପରୀକ୍ଷା କରିବା ପରେ, ଏଥିରେ Mpox ଭାଇରସ ଥିବା ସ୍ପଷ୍ଟ ହୋଇଛି।ଏହି ରୋଗୀ ନିକଟରେ ବିଦେଶରୁ ଭାରତ ଫେରିଛନ୍ତି। ବର୍ତ୍ତମାନ ରୋଗୀଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ କଡା ନଜର ରଖାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଲୋକଙ୍କୁ ଭୟଭୀତ ନକରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ରୋଗୀର ଅବସ୍ଥା ସ୍ଥିର ଥିବା କୁହାଯାଉଛି।
ନୂଆଦିଲ୍ଲୀ: ଭାରତରେ ଚିହ୍ନଟ ହେଲେ ମଙ୍କିପକ୍ସର ପ୍ରଥମ ରୋଗୀ। ଏହାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ଏହି ସନ୍ଦିଗ୍ଧ ରୋଗୀଙ୍କୁ ଡାକ୍ତରଖାନାରେ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ବର୍ତ୍ତମାନ, ତାଙ୍କ ନମୁନା ପରୀକ୍ଷା କରିବା ପରେ, ଏଥିରେ Mpox ଭାଇରସ ଥିବା ସ୍ପଷ୍ଟ ହୋଇଛି।
ଏହି ରୋଗୀ ନିକଟରେ ବିଦେଶରୁ ଭାରତ ଫେରିଛନ୍ତି। ବର୍ତ୍ତମାନ ରୋଗୀଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ କଡା ନଜର ରଖାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଲୋକଙ୍କୁ ଭୟଭୀତ ନକରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ରୋଗୀର ଅବସ୍ଥା ସ୍ଥିର ଥିବା କୁହାଯାଉଛି।