ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଲେ ଟ୍ରମ୍ପ୍‌, ଜାଣନ୍ତୁ କାହିିଁକି…

ଓ୍ବାଶିଂଟନ,୧୫।୨ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ୍‌ ମିଳିତ ପ୍ରେସ୍‌ କନ୍‌ଫରେନ୍ସକୁ ସମ୍ବୋଧିତ କରୁଥିବାବେଳେ ଜଣେ ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଥିଲେ। ଆମେରିକାରେ ଭାରତ ବିରୋଧୀ କାର୍ଯ୍ୟକଳାପ ନେଇ ଖବରଦାତା ଜଣକ ଟ୍ରମ୍ପ୍‌ଙ୍କୁ ପ୍ରଶ୍ନ କରିଥିଲେ। ଏଠାରେ ଭାରତ ବିରୋଧୀ ସ୍ବର ଉତ୍ତୋଳନ ଜାରି ରହିବ କି ବୋଲି ସେ ପ୍ରଶ୍ନ କରିଥିଲେ। ଟ୍ରମ୍ପ୍‌ ବିରକ୍ତି ପ୍ରକାଶ କରି କହିଥିଲେ, ତୁମେ ଯାହା କହୁଛ ମୁଁ ଗୋଟିଏ ହେଲେ ଶବ୍ଦ ବୁଝିପାରୁନାହିଁ। ଅନ୍ୟ ଜଣେ ଖବରଦାତା […] The post ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଲେ ଟ୍ରମ୍ପ୍‌, ଜାଣନ୍ତୁ କାହିିଁକି… appeared first on Dharitri Odia News.

ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଲେ ଟ୍ରମ୍ପ୍‌, ଜାଣନ୍ତୁ କାହିିଁକି…

ଓ୍ବାଶିଂଟନ,୧୫।୨ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ୍‌ ମିଳିତ ପ୍ରେସ୍‌ କନ୍‌ଫରେନ୍ସକୁ ସମ୍ବୋଧିତ କରୁଥିବାବେଳେ ଜଣେ ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଥିଲେ। ଆମେରିକାରେ ଭାରତ ବିରୋଧୀ କାର୍ଯ୍ୟକଳାପ ନେଇ ଖବରଦାତା ଜଣକ ଟ୍ରମ୍ପ୍‌ଙ୍କୁ ପ୍ରଶ୍ନ କରିଥିଲେ। ଏଠାରେ ଭାରତ ବିରୋଧୀ ସ୍ବର ଉତ୍ତୋଳନ ଜାରି ରହିବ କି ବୋଲି ସେ ପ୍ରଶ୍ନ କରିଥିଲେ। ଟ୍ରମ୍ପ୍‌ ବିରକ୍ତି ପ୍ରକାଶ କରି କହିଥିଲେ, ତୁମେ ଯାହା କହୁଛ ମୁଁ ଗୋଟିଏ ହେଲେ ଶବ୍ଦ ବୁଝିପାରୁନାହିଁ। ଅନ୍ୟ ଜଣେ ଖବରଦାତା ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁଙ୍କ ପ୍ରସଙ୍ଗରେ ଭାରତକୁ ଆମେରିକା କିପରି ସହଯୋଗ କରିବ ବୋଲି ପଚାରିଥିଲେ। ଟ୍ରମ୍ପ୍‌ ତାଙ୍କ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ।

The post ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଲେ ଟ୍ରମ୍ପ୍‌, ଜାଣନ୍ତୁ କାହିିଁକି… appeared first on Dharitri Odia News.