ଭୁବନେଶ୍ବରରେ ଖୋଲିବ NIA ଶାଖା, ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ବର: ରାଜ୍ୟରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା ବା NIAର ସ୍ବତନ୍ତ୍ର ଶାଖା। ପ୍ରାରମ୍ଭିକ ଭାବେ ଭିଏସଏସ ନଗରରେ କାର୍ଯ୍ୟ କରିବ NIA ଶାଖା। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଅନୁସାରେ ଜଣେ ଏସପି ପାହ୍ୟାର ଅଧିକାରୀ ଶାଖାର ମୁଖ୍ୟ ରହିବେ।