ଭୁବନେଶ୍ବରରେ ଫୁଟିଲା ଗୁଳି

ଭୁବନେଶ୍ବର ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଫୁଟିଲା ଗୁଳି । ପିତାପଲି ଅଞ୍ଚଳରେ ବିଳମ୍ବିତ ରାତିରେ ଫୁଟିଥିଲା ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁଳି ଫୁଟାଇ ଆତଙ୍କ ରଚାଇ ଥିବା ଯୁବକ ପାଣିଓଳା ଅଞ୍ଚଳର ଦିପୁ ବୋଲି ଜଣା ପଡିଛି l

ଭୁବନେଶ୍ବରରେ ଫୁଟିଲା ଗୁଳି
Array