ମହାବୀରପଡା ନାମଯଜ୍ଞ କମିଟି ଗଠିତ

ସମ୍ବଲପୁର:ଆସନ୍ତା ଅପ୍ରିଲ.୫.୬.ଏଵଂ ୭ ତାରିଖ ତିନି ଦିନ ଧରି ମହାବୀରପଡ଼ା ସ୍ଥିତ ପଞ୍ଚମୁଖି ହନୁମାନ ମନ୍ଦିର ପରିସର ରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି, ୫ ତାରିଖ ଅଧିବାସ ଓ କଳସ ଯାତ୍ରା ,୬ ତାରିଖ ଦିନ ନାମ ଆରମ୍ଭ , ୭ତାରିଖ ଉଦଯାପନ,ଓ ସାମୁହିକ ପ୍ରସାଦ ସେବନ ହେବ,ଏହି ଯଜ୍ଞ ରେ ଚଳିତ ବର୍ଷ ନାମ ଯଜ୍ଞ ର କର୍ତ୍ତା ଭାବରେ […] The post ମହାବୀରପଡା ନାମଯଜ୍ଞ କମିଟି ଗଠିତ appeared first on Odisha.News.

ମହାବୀରପଡା ନାମଯଜ୍ଞ କମିଟି ଗଠିତ

ସମ୍ବଲପୁର:ଆସନ୍ତା ଅପ୍ରିଲ.୫.୬.ଏଵଂ ୭ ତାରିଖ ତିନି ଦିନ ଧରି ମହାବୀରପଡ଼ା ସ୍ଥିତ ପଞ୍ଚମୁଖି ହନୁମାନ ମନ୍ଦିର ପରିସର ରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି, ୫ ତାରିଖ ଅଧିବାସ ଓ କଳସ ଯାତ୍ରା ,୬ ତାରିଖ ଦିନ ନାମ ଆରମ୍ଭ , ୭ତାରିଖ ଉଦଯାପନ,ଓ ସାମୁହିକ ପ୍ରସାଦ ସେବନ ହେବ,ଏହି ଯଜ୍ଞ ରେ ଚଳିତ ବର୍ଷ ନାମ ଯଜ୍ଞ ର କର୍ତ୍ତା ଭାବରେ ସନ୍ତୋଶ ପଣ୍ଡା ଓ ତାଙ୍କ ଧର୍ମ ପତ୍ନୀ ଜୋଷ୍ନାମୟୀ ପଣ୍ଡା ଦାୟିତ୍ଵ ନିର୍ବାହ କରିବେ,ଆୟୋଜିତ ପ୍ରସ୍ତୁତି ବୈଠକରେ ମନ୍ଦିର କମିଟି ର ସଭାପତି ଡୋଲାମଣୀ ମେହେର ଉପସଭାପତି ସଂଜିତ ନାୟକ,ସମ୍ପାଦକ କାହ୍ନୁରାମ ଶର୍ମା, ସହସମ୍ଫାଦକ ସୁଧିର ଦାସ, କୋଷାଧ୍ୟକ୍ଷ ବିବେକାନନ୍ଦ ନାୟକ,ସହକୋଷାଧ୍ୟକ୍ଷ ଶ୍ରୀକାନ୍ତ ବିଶ୍ଵାଳ,ଉପଦେଷ୍ଟା ମଣ୍ଡଳି,ମଳୟ ପାଣୀଗ୍ରାହୀ,ବଇଶୀଧର ବେହେରା, ରମଣୀ ରଞନ ବାବୁ,ଆଲୋକ ମିଶ୍ର,ବିକାଶ ମିଶ୍ର,ସଂଜୀବ ପାଣୀଗ୍ରାହୀ, ମାନସ ମିଶ୍ର,ତନୟ ପାଣୀଗ୍ରାହୀ,ମହେଶ ପଟେଲ, ଆଶିଷ ବେହେରା, ଜଗନ୍ନାଥ ବାଗ,ଆଶିଷ ମିଶ୍ର,ପ୍ରିୟରଞ୍ଜନ ପଣ୍ଡା,ଜୁଧିଷ୍ଠିର ନାରାୟଣ,ସୁଦର୍ଶନ ସାହୁ,ମିଡିଆ ପ୍ରଭାରୀ ଭାବେ ଡୋଲାମଣୀ ମେହେର,ସଂଜୀବପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି ।ନାମ ଯଜ୍ଞ ପୂଜକ କୃଷ୍ଣ ଚନ୍ଦ୍ର ପାଣୀଗ୍ରାହୀଙ୍କ ସହ ପଞ୍ଚମୁଖି ମନ୍ଦିର ସଭାପତି ସ୍ବେତକୁମାରପଣ୍ଡା ଓ ପଞ୍ଚମୁଖି ମନ୍ଦିର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

The post ମହାବୀରପଡା ନାମଯଜ୍ଞ କମିଟି ଗଠିତ appeared first on Odisha.News.