ମହିଳା ଅବକାରୀ ଅଧୀକ୍ଷକଙ୍କୁ ଦୁର୍ବ୍ୟବହାର କରି ବାର୍ ମାଲିକ ଗିରଫ
ଭୁବନେଶ୍ବର: ମହିଳା ଅବକାରୀ ଅଧୀକ୍ଷକଙ୍କୁ ଦୁର୍ବ୍ୟବହାର କରି ବାର୍ ମାଲିକ ଗିରଫ । ଭୁବନେଶ୍ବରର ରେନ ଦ କ୍ଲବ ମାଲିକା ସତ୍ୟ ମହାନ୍ତିଙ୍କୁ ଗିରଫ କରିଛି ଲକ୍ଷ୍ମୀ ସାଗର ଥାନା ପୋଲିସ । ଗତକାଲି ରାତିରେ ବାର୍ ରେ ରେଡ ବେଳେ ବାର୍ ମାଲିକ ସତ୍ୟ ମହାନ୍ତି ମହିଳା ଏକ୍ସାଇଜ ସୁପରିନଟେଣ୍ଡେଣ୍ଟଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ମହିଳା ଅବକାରୀ ଅଧିକାରୀ ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ କାର୍ଯ୍ୟରେ […] The post ମହିଳା ଅବକାରୀ ଅଧୀକ୍ଷକଙ୍କୁ ଦୁର୍ବ୍ୟବହାର କରି ବାର୍ ମାଲିକ ଗିରଫ appeared first on KNews Odisha.

ଭୁବନେଶ୍ବର: ମହିଳା ଅବକାରୀ ଅଧୀକ୍ଷକଙ୍କୁ ଦୁର୍ବ୍ୟବହାର କରି ବାର୍ ମାଲିକ ଗିରଫ । ଭୁବନେଶ୍ବରର ରେନ ଦ କ୍ଲବ ମାଲିକା ସତ୍ୟ ମହାନ୍ତିଙ୍କୁ ଗିରଫ କରିଛି ଲକ୍ଷ୍ମୀ ସାଗର ଥାନା ପୋଲିସ । ଗତକାଲି ରାତିରେ ବାର୍ ରେ ରେଡ ବେଳେ ବାର୍ ମାଲିକ ସତ୍ୟ ମହାନ୍ତି ମହିଳା ଏକ୍ସାଇଜ ସୁପରିନଟେଣ୍ଡେଣ୍ଟଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ମହିଳା ଅବକାରୀ ଅଧିକାରୀ ଜଣକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ କାର୍ଯ୍ୟରେ ବାଧା ଦେବା ଓ ଅସଦାଚରଣ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ନୂଆ ଆଇନରେ ମାମଲା ରୁଜୁ କରି ସତ୍ଯ ମହନ୍ତିଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।
The post ମହିଳା ଅବକାରୀ ଅଧୀକ୍ଷକଙ୍କୁ ଦୁର୍ବ୍ୟବହାର କରି ବାର୍ ମାଲିକ ଗିରଫ appeared first on KNews Odisha.