ମହିଳା ଓ ପୂର୍ବତନ ସରପଞ୍ଚ ମାର୍‌ପିଟ୍‌ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଭେଟିଲେ

ଭଦ୍ରକ ୨୨।୦୯ :  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପରିସରରେ ମହିଳା ଓ ପୂର୍ବତନ ସରପଞ୍ଚ ହାତାହାତି ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ମହିଳା । ଖବର ଅନୁଯାୟୀ, ବାସୁଦେବପୁର ଥାନା ଅଧୀନ ଅଞ୍ଚଳରେ କିଛି ଦିନ ପୂର୍ବରୁ ପୁରୁଣା ବିବାଦକୁ ନେଇ ଜନୈକ ମହିଳା ଓ ପୂର୍ବତନ ସରପଞ୍ଚଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା । ଏହି ଘଟଣା ପରେ ଉଭୟ ପକ୍ଷ ଥାନାରେ ଏତଲା ହୋଇଥିଲା । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ନିଜର ସ୍ବାମୀ ବୋଲି ଦାବି କରୁଥିବା ଯୁବକଙ୍କୁ ଗିରଫ କରିଛି। କିନ୍ତୁ ପୂର୍ବତନ ସରପଞ୍ଚ ଫେରାର ଥିବା ସୂଚନା ମିଳିଛି। ପୂର୍ବତନ ସରପଞ୍ଚଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଛନ୍ତି ମହିଳା ।

ମହିଳା ଓ ପୂର୍ବତନ ସରପଞ୍ଚ ମାର୍‌ପିଟ୍‌ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଭେଟିଲେ

ଭଦ୍ରକ ୨୨।୦୯ :  ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପରିସରରେ ମହିଳା ଓ ପୂର୍ବତନ ସରପଞ୍ଚ ହାତାହାତି ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ମହିଳା । 

ଖବର ଅନୁଯାୟୀ, ବାସୁଦେବପୁର ଥାନା ଅଧୀନ ଅଞ୍ଚଳରେ କିଛି ଦିନ ପୂର୍ବରୁ ପୁରୁଣା ବିବାଦକୁ ନେଇ ଜନୈକ ମହିଳା ଓ ପୂର୍ବତନ ସରପଞ୍ଚଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା । ଏହି ଘଟଣା ପରେ ଉଭୟ ପକ୍ଷ ଥାନାରେ ଏତଲା ହୋଇଥିଲା । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ନିଜର ସ୍ବାମୀ ବୋଲି ଦାବି କରୁଥିବା ଯୁବକଙ୍କୁ ଗିରଫ କରିଛି। କିନ୍ତୁ ପୂର୍ବତନ ସରପଞ୍ଚ ଫେରାର ଥିବା ସୂଚନା ମିଳିଛି। ପୂର୍ବତନ ସରପଞ୍ଚଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଛନ୍ତି ମହିଳା ।