ମାଗଣା ବିଜୁଳିକୁ ନେଇ ବଡ଼ ବୟାନ ଦେଲେ ଅର୍ଥମନ୍ତ୍ରୀ: କହିଲେ…
ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଭାରତରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି। ଅନ୍ୟପକ୍ଷେ, ମାଗଣା ବିଜୁଳିକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ଛାତରେ ସୋଲାର ପ୍ୟାନେଲ ଲଗାଯିବ । ଏଥିରେ ୧ […] The post ମାଗଣା ବିଜୁଳିକୁ ନେଇ ବଡ଼ ବୟାନ ଦେଲେ ଅର୍ଥମନ୍ତ୍ରୀ: କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଅଭିଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି, ଲଗାତାର ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିଛନ୍ତି। ଭାରତରେ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢୁଛି।
ଅନ୍ୟପକ୍ଷେ, ମାଗଣା ବିଜୁଳିକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ଛାତରେ ସୋଲାର ପ୍ୟାନେଲ ଲଗାଯିବ । ଏଥିରେ ୧ କୋଟି ପରିବାରକୁ ପ୍ରତି ମାସରେ ୩ ଶହ ୟୁନିଟ ମାଗଣା ବିଜୁଳି ମିଳିପାରିବ।
The post ମାଗଣା ବିଜୁଳିକୁ ନେଇ ବଡ଼ ବୟାନ ଦେଲେ ଅର୍ଥମନ୍ତ୍ରୀ: କହିଲେ… appeared first on Dharitri Odia News.