ମୁଥୁଟ ପରିବାର ପକ୍ଷରୁ ମୂଲ୍ୟବାନ୍ ଜମି ଦାନ
ନୂଆଦିଲ୍ଲୀ,୨।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ମୁଥୁଟ ଗ୍ରୁପର ଯୁଗ୍ମ ପରିିଚାଳନା ନିର୍ଦ୍ଦେଶକ ଜର୍ଜ ଥୋମାସ ମୁଥୁଟ ନିକଟରେ ଏକ ମୂଲ୍ୟବାନ୍ ଜମିକୁ ଚର୍ଚ୍ଚ ନିର୍ମାଣ ପାଇଁ ଦାନ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କେରଳର କୋଡୁଙ୍ଗାଲୁର ନିକଟସ୍ଥ ପେରିୟାର ନଦୀ କୂଳବର୍ତ୍ତୀ ଅଞ୍ଚଳର ଏକ ମୂଲ୍ୟବାନ୍ ୬୦ ସେଣ୍ଟସ ଜମିକୁ ମୁଥୁଟ ପରିବାର ପକ୍ଷରୁ ମାଲାନଙ୍କର ଅର୍ଥୋଡକ୍ସ ସିରିଆନ ଚର୍ଚ୍ଚକୁ ବିଧିବଦ୍ଧ ଭାବେ ପ୍ରଦାନ କରାଯାଇଛି। ଏପରିକି ସମ୍ପ୍ରଦାୟର ମଙ୍ଗଳ ଓ କମ୍ୟୁନିଟି ସର୍ଭିସ ଉଦ୍ଦେଶ୍ୟରେ ଏହି […] The post ମୁଥୁଟ ପରିବାର ପକ୍ଷରୁ ମୂଲ୍ୟବାନ୍ ଜମି ଦାନ appeared first on Dharitri Odia News.
ନୂଆଦିଲ୍ଲୀ,୨।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ମୁଥୁଟ ଗ୍ରୁପର ଯୁଗ୍ମ ପରିିଚାଳନା ନିର୍ଦ୍ଦେଶକ ଜର୍ଜ ଥୋମାସ ମୁଥୁଟ ନିକଟରେ ଏକ ମୂଲ୍ୟବାନ୍ ଜମିକୁ ଚର୍ଚ୍ଚ ନିର୍ମାଣ ପାଇଁ ଦାନ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କେରଳର କୋଡୁଙ୍ଗାଲୁର ନିକଟସ୍ଥ ପେରିୟାର ନଦୀ କୂଳବର୍ତ୍ତୀ ଅଞ୍ଚଳର ଏକ ମୂଲ୍ୟବାନ୍ ୬୦ ସେଣ୍ଟସ ଜମିକୁ ମୁଥୁଟ ପରିବାର ପକ୍ଷରୁ ମାଲାନଙ୍କର ଅର୍ଥୋଡକ୍ସ ସିରିଆନ ଚର୍ଚ୍ଚକୁ ବିଧିବଦ୍ଧ ଭାବେ ପ୍ରଦାନ କରାଯାଇଛି। ଏପରିକି ସମ୍ପ୍ରଦାୟର ମଙ୍ଗଳ ଓ କମ୍ୟୁନିଟି ସର୍ଭିସ ଉଦ୍ଦେଶ୍ୟରେ ଏହି ମୂଲ୍ୟବାନ ଜମିକୁ ସ୍ବର୍ଗତ ଏମ.ଜି. ଜର୍ଜ ମୁଥୁଟଙ୍କ ସ୍ମୃତିରେ ଦିଆଯାଇଛି। ସେହିଭଳି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ହେବାକୁ ଥିବା ଏହି ନୂତନ ଚର୍ଚ୍ଚର କାର୍ଯ୍ୟ ପରମ୍ପରା ଓ ସମ୍ପ୍ରଦାୟର ସଦଭାବନା ଉଦ୍ଦେଶ୍ୟରେ ଆରମ୍ଭ କରାଯାଉଛି।
The post ମୁଥୁଟ ପରିବାର ପକ୍ଷରୁ ମୂଲ୍ୟବାନ୍ ଜମି ଦାନ appeared first on Dharitri Odia News.