ମୁରିବାହାଲରେ ପାଣ୍ଡିଆନ୍‌ଙ୍କ ପ୍ରଚାର, କହିଲେ- ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି...

ବଲାଙ୍ଗୀର ୧୨।୦୫ : ବଲାଙ୍ଗୀରରେ ବିଜେଡି ଜୋରଦାର କ୍ୟାମ୍ପେନିଂ । ବିଜେଡି ସୁପ୍ରିମୋ ନବନୀ ପଟ୍ଟନାୟକ ଏବଂ ବରିଷ୍ଠ ନେତା ଭିକେ ପାଣ୍ଡିଆନ୍ଙ୍କ ପକ୍ଷରୁ ଆୟୋଜିତ ଜନସଭାରୁ ସରକାରଙ୍କ ବିଭିନ୍ନ ଉପଲବ୍ଧି ବିଷୟରେ ଜଣାଇଛି । ଏହାସହିତ ବିରୋଧୀ ରାଜ୍ୟ ସରକାରଙ୍କ ନାଁରେ ମିଛ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି । ମୁରିବାହାଲ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଆପଣଙ୍କ ଏମ୍‌ଏଲ୍‌ଏ ପ୍ରାର୍ଥୀ । ମୋତ ଆର୍ଶୀବାଦ କରନ୍ତୁ । ଆଉ ରେକର୍ଡ ମାର୍ଜିନରେ ଜିତାନ୍ତୁ । ଏହାସହିତ ମୋ ଦଳର ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜିତାନ୍ତୁ । ଆମେ ବିକାଶର କାମକୁ ଆହୁରି ଆଗକୁ ନେବୁ ବୋଲି କହିଛନ୍ତି । ସେହିପରି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ଙ୍କ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟାବାଞ୍ଜିରୁ ରେକର୍ଡ ସଂଖ୍ୟାରେ ଜିତାନ୍ତୁ । ୫ ବର୍ଷ ପରେ ବଲାଙ୍ଗୀର ଆସିଥିଲେ ପ୍ରଧାନମନ୍ତ୍ରୀ । ପେଟ୍ରୋଲ, ଡିଜେଲ୍‌ ଦର କମିବ ବୋଲି କହିଥିଲେ । କମିଲା କି ? ଓଡିଶାରେ ବିଜେଡିର ପରବର୍ତ୍ତୀ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶତଥ ନେବେ ନବୀନ ପଟ୍ଟନାୟକ । ଏହାପରେ ପ୍ରଥମ କାମ ହେଉଛି ଓଡିଶାର ୯୦ ପ୍ରତିଶତ ଘର ମାଗଣା ବିଜୁଳି ଯୋଗାଇବା । ଜୁଲାଇ ଆଉ ବିଜୁଳି ବିଲ୍‌ ଆସିବନି । ତେବେ ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ । କାମରେ ବିଶ୍ୱାସ କରନ୍ତି ।   

ମୁରିବାହାଲରେ ପାଣ୍ଡିଆନ୍‌ଙ୍କ ପ୍ରଚାର, କହିଲେ- ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି...

ବଲାଙ୍ଗୀର ୧୨।୦୫ : ବଲାଙ୍ଗୀରରେ ବିଜେଡି ଜୋରଦାର କ୍ୟାମ୍ପେନିଂ । ବିଜେଡି ସୁପ୍ରିମୋ ନବନୀ ପଟ୍ଟନାୟକ ଏବଂ ବରିଷ୍ଠ ନେତା ଭିକେ ପାଣ୍ଡିଆନ୍ଙ୍କ ପକ୍ଷରୁ ଆୟୋଜିତ ଜନସଭାରୁ ସରକାରଙ୍କ ବିଭିନ୍ନ ଉପଲବ୍ଧି ବିଷୟରେ ଜଣାଇଛି । ଏହାସହିତ ବିରୋଧୀ ରାଜ୍ୟ ସରକାରଙ୍କ ନାଁରେ ମିଛ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି । 

ମୁରିବାହାଲ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଆପଣଙ୍କ ଏମ୍‌ଏଲ୍‌ଏ ପ୍ରାର୍ଥୀ । ମୋତ ଆର୍ଶୀବାଦ କରନ୍ତୁ । ଆଉ ରେକର୍ଡ ମାର୍ଜିନରେ ଜିତାନ୍ତୁ । ଏହାସହିତ ମୋ ଦଳର ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜିତାନ୍ତୁ । ଆମେ ବିକାଶର କାମକୁ ଆହୁରି ଆଗକୁ ନେବୁ ବୋଲି କହିଛନ୍ତି । 

ସେହିପରି ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ଙ୍କ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟାବାଞ୍ଜିରୁ ରେକର୍ଡ ସଂଖ୍ୟାରେ ଜିତାନ୍ତୁ । ୫ ବର୍ଷ ପରେ ବଲାଙ୍ଗୀର ଆସିଥିଲେ ପ୍ରଧାନମନ୍ତ୍ରୀ । ପେଟ୍ରୋଲ, ଡିଜେଲ୍‌ ଦର କମିବ ବୋଲି କହିଥିଲେ । କମିଲା କି ? ଓଡିଶାରେ ବିଜେଡିର ପରବର୍ତ୍ତୀ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶତଥ ନେବେ ନବୀନ ପଟ୍ଟନାୟକ । ଏହାପରେ ପ୍ରଥମ କାମ ହେଉଛି ଓଡିଶାର ୯୦ ପ୍ରତିଶତ ଘର ମାଗଣା ବିଜୁଳି ଯୋଗାଇବା । ଜୁଲାଇ ଆଉ ବିଜୁଳି ବିଲ୍‌ ଆସିବନି । ତେବେ ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ । କାମରେ ବିଶ୍ୱାସ କରନ୍ତି ।