ମୃଦୁ ଭୂକମ୍ପରେ ଥରିଲା ଗଜପତି ଜିଲ୍ଲାର ମୋହନା ଅଞ୍ଚଳ, ଘରୁ ବାହାରି ଆସିଲେ ଲୋକ

ମୋହନା ୨୮।୧୨: ମୃଦୁ ଭୂକମ୍ପରେ ଥରିଲା ଗଜପତି ଜିଲ୍ଲାର ମୋହନା ଅଞ୍ଚଳ l ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଅଚାନକ କିଛି ଶବ୍ଦ ହୋଇଥିଲା l ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ଶବ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ l ଫଳରେ ଲୋକ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ । ମୃଦୁ ଭୂମିକମ୍ପ ହୋଇଥିବା ଲୋକେ ଅନୁମାନ କରୁଛନ୍ତି ।ଜିଲ୍ଲାର ମୋହନା ସମେତ ଲୁହାଗୁଡ଼ି, ଚାନ୍ଦିପୁଟ, ଚନ୍ଦ୍ରଗିରି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି ।You Can Read:ରାଜ୍ୟରେ ଅଦରକାରୀ ଆଇନ ଖୋଜିବେ ଲ’ କମିଶନ, ସୁଶାସନ ପ୍ରତିଷ୍ଠା ପାଇଁ ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା : ଆଇନ ମନ୍ତ୍ରୀ

ମୃଦୁ ଭୂକମ୍ପରେ ଥରିଲା ଗଜପତି ଜିଲ୍ଲାର ମୋହନା ଅଞ୍ଚଳ, ଘରୁ ବାହାରି ଆସିଲେ ଲୋକ

ମୋହନା ୨୮।୧୨: ମୃଦୁ ଭୂକମ୍ପରେ ଥରିଲା ଗଜପତି ଜିଲ୍ଲାର ମୋହନା ଅଞ୍ଚଳ l ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଅଚାନକ କିଛି ଶବ୍ଦ ହୋଇଥିଲା l ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ଶବ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ l ଫଳରେ ଲୋକ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ । ମୃଦୁ ଭୂମିକମ୍ପ ହୋଇଥିବା ଲୋକେ ଅନୁମାନ କରୁଛନ୍ତି ।

ଜିଲ୍ଲାର ମୋହନା ସମେତ ଲୁହାଗୁଡ଼ି, ଚାନ୍ଦିପୁଟ, ଚନ୍ଦ୍ରଗିରି ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି ।

You Can Read:

ରାଜ୍ୟରେ ଅଦରକାରୀ ଆଇନ ଖୋଜିବେ ଲ’ କମିଶନ, ସୁଶାସନ ପ୍ରତିଷ୍ଠା ପାଇଁ ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା : ଆଇନ ମନ୍ତ୍ରୀ