ମୋଟା ପିଲାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର । ମେଦବହୁଳତା ବଢ଼ୁଥିବାରୁ ଯୁବ ପିଢ଼ିଙ୍କୁ ଦେଲେ ଟିପ୍ସ ।

କନକ ବ୍ୟୁରୋ :  ମୋଟାପଣ କମାଇବାକୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ । ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ୱୋଧିତ କରି ମେଦ ବହୁଳତାକୁ ନେଇ ଚର୍ଚ୍ଚା କରିଛନ୍ତି । ଦେଶବାସୀଙ୍କୁ ସଚେତନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋଟାପଣ ଦେଶରେ ମୁଣ୍ଡ ଟେକିଥିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା । ଦେଶର ୮ ଜଣଙ୍କ ମଧ୍ୟରୁ ଜଣେ ମେଦବହୁଳତାର ଶିକାର ହୋଇଛନ୍ତି ।  ମୋଟାପିଲାଙ୍କୁ ମୋଦୀ ମନ୍ତ୍ରସାରା ବିଶ୍ବରେ ଚିନ୍ତା ବଢ଼ାଉଛି ମୋଟାପଣପ୍ରତି ୮ ପିଲାରେ ଜଣେ ମୋଟାପଣର ଶିକାରଡବ୍ଲୁଏଚଓ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାରିପୋର୍ଟରେ, ବିଶ୍ବରେ ୨୫୦ କୋଟିରୁ ଅଧିକ ଲୋକେ ମୋଟାପଣର ଶିକାରଖାଦ୍ୟରେ ୧୦ ପ୍ରତିଶତ ତେଲ କମ ବ୍ୟବହାର କରିବାକୁ ପରାମର୍ଶଏହା ମୋଟାପଣ ହ୍ରାସ କରାଇବାରେ ସହାୟକ ହେବମୋଟାପଣ ଯୋଗୁଁ ଶରୀରରେ ଦେଖାଦେଇଥାଏ ବିଭିନ୍ନ ସମସ୍ୟା ଓ ରୋଗ

ମୋଟା ପିଲାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର । ମେଦବହୁଳତା ବଢ଼ୁଥିବାରୁ ଯୁବ ପିଢ଼ିଙ୍କୁ ଦେଲେ ଟିପ୍ସ ।

କନକ ବ୍ୟୁରୋ :  ମୋଟାପଣ କମାଇବାକୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ । ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ୱୋଧିତ କରି ମେଦ ବହୁଳତାକୁ ନେଇ ଚର୍ଚ୍ଚା କରିଛନ୍ତି । ଦେଶବାସୀଙ୍କୁ ସଚେତନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋଟାପଣ ଦେଶରେ ମୁଣ୍ଡ ଟେକିଥିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା । ଦେଶର ୮ ଜଣଙ୍କ ମଧ୍ୟରୁ ଜଣେ ମେଦବହୁଳତାର ଶିକାର ହୋଇଛନ୍ତି । 

ମୋଟାପିଲାଙ୍କୁ ମୋଦୀ ମନ୍ତ୍ର
ସାରା ବିଶ୍ବରେ ଚିନ୍ତା ବଢ଼ାଉଛି ମୋଟାପଣ
ପ୍ରତି ୮ ପିଲାରେ ଜଣେ ମୋଟାପଣର ଶିକାର
ଡବ୍ଲୁଏଚଓ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା
ରିପୋର୍ଟରେ, ବିଶ୍ବରେ ୨୫୦ କୋଟିରୁ ଅଧିକ ଲୋକେ ମୋଟାପଣର ଶିକାର
ଖାଦ୍ୟରେ ୧୦ ପ୍ରତିଶତ ତେଲ କମ ବ୍ୟବହାର କରିବାକୁ ପରାମର୍ଶ
ଏହା ମୋଟାପଣ ହ୍ରାସ କରାଇବାରେ ସହାୟକ ହେବ
ମୋଟାପଣ ଯୋଗୁଁ ଶରୀରରେ ଦେଖାଦେଇଥାଏ ବିଭିନ୍ନ ସମସ୍ୟା ଓ ରୋଗ