ଯୁବତୀଙ୍କୁ ମାରି ନାଳରେ ଫିଙ୍ଗିଦେଲେ !

ଦେବଗଡ଼,୧।୭: ଦେବଗଡ଼ ଜିଲାର କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଠିଆନାଳ ଗାଁର ଏକ ନାଳରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଚପଲ ଓ ହେୟାର କ୍ଲିପ୍‌ ପଡ଼ିଥିବା ଦେଖାଯାଇଛି। ଯୁବତୀଙ୍କ ମୁହଁରେ ଓଢ଼ଣୀ ଲାଗିଥିବା ଯୋଗୁଁ ତାଙ୍କର ପରିଚୟ ମିଳିପାରି ନାହିଁ। ପୋଲିସ ପ୍ରାଥମିକ ତଦନ୍ତରୁ ଯୁବତୀଙ୍କୁ ହତ୍ୟା କରାଯାଇ ମୃତଦେହକୁ ନାଳରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଘଟଣାକୁ […] The post ଯୁବତୀଙ୍କୁ ମାରି ନାଳରେ ଫିଙ୍ଗିଦେଲେ ! appeared first on Dharitri Odia News.

ଯୁବତୀଙ୍କୁ ମାରି ନାଳରେ ଫିଙ୍ଗିଦେଲେ !

ଦେବଗଡ଼,୧।୭: ଦେବଗଡ଼ ଜିଲାର କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଠିଆନାଳ ଗାଁର ଏକ ନାଳରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଚପଲ ଓ ହେୟାର କ୍ଲିପ୍‌ ପଡ଼ିଥିବା ଦେଖାଯାଇଛି। ଯୁବତୀଙ୍କ ମୁହଁରେ ଓଢ଼ଣୀ ଲାଗିଥିବା ଯୋଗୁଁ ତାଙ୍କର ପରିଚୟ ମିଳିପାରି ନାହିଁ।

ପୋଲିସ ପ୍ରାଥମିକ ତଦନ୍ତରୁ ଯୁବତୀଙ୍କୁ ହତ୍ୟା କରାଯାଇ ମୃତଦେହକୁ ନାଳରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

The post ଯୁବତୀଙ୍କୁ ମାରି ନାଳରେ ଫିଙ୍ଗିଦେଲେ ! appeared first on Dharitri Odia News.