Zeenat Pregnant:ସେପ୍ଟେମ୍ବରରେ ମାଆ ହେବ 'ଜିନତ୍' , ସୂଚନା ଦେଲା ବନ ବିଭାଗ

ଗତ ମାସରେ ଯମୁନାଗଡ଼ ଜଙ୍ଗଲରେ ଜୀନତ୍ କୁ ଭେଟିଥିଲା କଳା ମହାବଳ T-12 । ଏହାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଜୀନତ୍ ଏବେ ଗର୍ଭବତୀ ରହିଛି।

Zeenat Pregnant:ସେପ୍ଟେମ୍ବରରେ ମାଆ ହେବ 'ଜିନତ୍' , ସୂଚନା ଦେଲା ବନ ବିଭାଗ
Array