‘ଯୌନ ସମ୍ମତି ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରିବାକୁ ଅନୁମତି ଦିଏନାହିଁ’
ନୂଆଦିଲ୍ଲୀ, ୨୩ା୧: ଗତବର୍ଷର ଏକ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିବା ସମୟରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି, କୌଣସି ପୁରୁଷଙ୍କ ସହ ଯୌନ ସମ୍ବନ୍ଧ ରଖିବା ପାଇଁ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ସମ୍ମତିର ଅର୍ଥ, ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ରେକର୍ଡ କରି ସୋସିଆଲ ମିଡିଆରେ ଛାଡ଼ିବା ନୁହେଁ। ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି, ଶାରୀରିକ ସମ୍ପର୍କ ପାଇଁ ସମ୍ମତି ଥିବାର ଦ୍ୱାହି ଦେଇ କୌଣସି ବ୍ୟକ୍ତିଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଅପବ୍ୟବହାର କରିବାକୁ […] The post ‘ଯୌନ ସମ୍ମତି ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରିବାକୁ ଅନୁମତି ଦିଏନାହିଁ’ appeared first on Dharitri Odia News.
ନୂଆଦିଲ୍ଲୀ, ୨୩ା୧: ଗତବର୍ଷର ଏକ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିବା ସମୟରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି, କୌଣସି ପୁରୁଷଙ୍କ ସହ ଯୌନ ସମ୍ବନ୍ଧ ରଖିବା ପାଇଁ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ସମ୍ମତିର ଅର୍ଥ, ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ରେକର୍ଡ କରି ସୋସିଆଲ ମିଡିଆରେ ଛାଡ଼ିବା ନୁହେଁ। ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି, ଶାରୀରିକ ସମ୍ପର୍କ ପାଇଁ ସମ୍ମତି ଥିବାର ଦ୍ୱାହି ଦେଇ କୌଣସି ବ୍ୟକ୍ତିଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଅପବ୍ୟବହାର କରିବାକୁ ଅନୁମତି ଦିଆଯାଇପାରିବ ନାହିଁ।
The post ‘ଯୌନ ସମ୍ମତି ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ କରିବାକୁ ଅନୁମତି ଦିଏନାହିଁ’ appeared first on Dharitri Odia News.