ରାଜଧାନୀରେ ମାତିଲେ ଲୁଟେରା, କଳା ପଲସରରେ ଆସି ଝାମ୍ପିନେଲେ ୫ ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଦିନ ଦ୍ବିପ୍ରହରରେ ମାତିଲେ ଲୁଟେରା। କଳା ପଲସରରେ ଆସି ଝାମ୍ପିନେଲେ ୫ ଲକ୍ଷ... The post ରାଜଧାନୀରେ ମାତିଲେ ଲୁଟେରା, କଳା ପଲସରରେ ଆସି ଝାମ୍ପିନେଲେ ୫ ଲକ୍ଷ appeared first on .

ରାଜଧାନୀରେ ମାତିଲେ ଲୁଟେରା, କଳା ପଲସରରେ ଆସି ଝାମ୍ପିନେଲେ ୫ ଲକ୍ଷ

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଦିନ ଦ୍ବିପ୍ରହରରେ ମାତିଲେ ଲୁଟେରା। କଳା ପଲସରରେ ଆସି ଝାମ୍ପିନେଲେ ୫ ଲକ୍ଷ ଟଙ୍କା। ଭୁବନେଶ୍ବର ସିଆରପି ଛକ ଆକ୍ସିସ ବ୍ୟାଙ୍କ ବହାରେ ଘଟଣା। ବାସୁଦେବ ମହାରଣା ନାମକ ଜଣେ ବ୍ୟକ୍ତି ଆକ୍ସିସ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ସ୍କୁଟି ନିକଟରେ ଠିଆ ହୋଇଥିବା ବେଳେ, ଟଙ୍କା ଝାମ୍ପି ନେଇଛନ୍ତି ହେଲମେଟ ପିନ୍ଧା ଦୁର୍ବୃତ୍ତ।

ଏଥିସହ ୭୦ ହଜାର ଟଙ୍କାର ଲାପଟପ୍ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବି ନେଇ ଯାଇଛନ୍ତି ଲୁଟେରା। ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଲୁଟର ଶିକାର ହୋଇଥିବା ବାସୁଦେବ ଏବେ ରାଜଧାନୀରେ ସାଧାରଣ ଲୋକ ଅସୁରକ୍ଷିତ ବୋଲି କହିଛନ୍ତି।

The post ରାଜଧାନୀରେ ମାତିଲେ ଲୁଟେରା, କଳା ପଲସରରେ ଆସି ଝାମ୍ପିନେଲେ ୫ ଲକ୍ଷ appeared first on .