ରାଜଧାନୀରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତକୁ କାବୁ କଲେ ଲୋକେ

ଭୁବନେଶ୍ୱର : ଏଜି ଛକରେ ଥିବା ମନ୍ତ୍ରୀ ଓ ଆଇଏଏସଙ୍କ କ୍ୱାଟର ସମ୍ମୁଖରେ ଜଣେ ଯୁବତୀଙ୍କୁ ଅସଦ ଆଚରଣ । ଯୁବତୀ ଜଣଙ୍କ ପାଟି କରିବାରୁ ଗାଡ଼ିରେ ଆସୁଥିବା ଲୋକଙ୍କ ଦ୍ଵାରା ଉଦ୍ଧାର । ନିଶାଖୋର ଅବସ୍ଥାରେ ଯୁବକ କୁ ଲୋକେ କଲେ ଆୟତ । ମୋବାଇଲ ଛଡାଇବା ସହ ବଳାତ୍କାର କରିବାକୁ ପାଚେରୀ କଣ ଅନ୍ଧାରକୁ ଟାଣି ନେଇଥିଲା ନିଶାଖୋର ଯୁବକ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଉଭୟ ମଦ୍ୟପ ଓ ଯୁବତୀଙ୍କୁ […] The post ରାଜଧାନୀରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତକୁ କାବୁ କଲେ ଲୋକେ appeared first on KNews Odisha.

ରାଜଧାନୀରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତକୁ କାବୁ କଲେ ଲୋକେ
capital ps

ଭୁବନେଶ୍ୱର : ଏଜି ଛକରେ ଥିବା ମନ୍ତ୍ରୀ ଓ ଆଇଏଏସଙ୍କ କ୍ୱାଟର ସମ୍ମୁଖରେ ଜଣେ ଯୁବତୀଙ୍କୁ ଅସଦ ଆଚରଣ । ଯୁବତୀ ଜଣଙ୍କ ପାଟି କରିବାରୁ ଗାଡ଼ିରେ ଆସୁଥିବା ଲୋକଙ୍କ ଦ୍ଵାରା ଉଦ୍ଧାର । ନିଶାଖୋର ଅବସ୍ଥାରେ ଯୁବକ କୁ ଲୋକେ କଲେ ଆୟତ । ମୋବାଇଲ ଛଡାଇବା ସହ ବଳାତ୍କାର କରିବାକୁ ପାଚେରୀ କଣ ଅନ୍ଧାରକୁ ଟାଣି ନେଇଥିଲା ନିଶାଖୋର ଯୁବକ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଉଭୟ ମଦ୍ୟପ ଓ ଯୁବତୀଙ୍କୁ କ୍ୟାପିଟାଲ ଥାନାରେ ଚାଲିଛି ପଚରା ଉଚରା ।

The post ରାଜଧାନୀରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତକୁ କାବୁ କଲେ ଲୋକେ appeared first on KNews Odisha.