ରାଜପଥ ୪ ଘଣ୍ଟା ବନ୍ଦ
ସୁନାବେଡା,୨୪ା୩(କୃତ୍ତିବାସ ପ୍ରଧାନ): ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ ମୋହନପଡାରେ ବିଭାଗ ପକ୍ଷରୁ କାମ ଚାଲୁ ରହିଥିବା ବେଳେ ନୂଆ ମାଟି ପକାଯାଇଛି। ରବିବାର ରାତିରେ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ହେଲେ ରାସ୍ତା ବର୍ଷା ପାଣିରେ କାଦୁଅ ହୋଇପଡିଛି। ଏନେଇ ସୋମବାର ୪ ଘଣ୍ଟାରୁ ଊଦ୍ଧର୍ବ ସମୟ ଧରି ରାସ୍ତା ଜାମ ହୋଇ ଯାତାୟତ ଠପ୍ ହୋଇଥିଲା। ଏପରିକି ରାସ୍ତାର ଉଭୟ ପାର୍ଶ୍ୱରେ ୫ କି.ମି. ପର୍ଯ୍ୟନ୍ତ ସମସ୍ତ ଗାଡ଼ି ମଟର […] The post ରାଜପଥ ୪ ଘଣ୍ଟା ବନ୍ଦ appeared first on Dharitri Odia News.
ସୁନାବେଡା,୨୪ା୩(କୃତ୍ତିବାସ ପ୍ରଧାନ): ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ ମୋହନପଡାରେ ବିଭାଗ ପକ୍ଷରୁ କାମ ଚାଲୁ ରହିଥିବା ବେଳେ ନୂଆ ମାଟି ପକାଯାଇଛି। ରବିବାର ରାତିରେ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ହେଲେ ରାସ୍ତା ବର୍ଷା ପାଣିରେ କାଦୁଅ ହୋଇପଡିଛି। ଏନେଇ ସୋମବାର ୪ ଘଣ୍ଟାରୁ ଊଦ୍ଧର୍ବ ସମୟ ଧରି ରାସ୍ତା ଜାମ ହୋଇ ଯାତାୟତ ଠପ୍ ହୋଇଥିଲା।
ଏପରିକି ରାସ୍ତାର ଉଭୟ ପାର୍ଶ୍ୱରେ ୫ କି.ମି. ପର୍ଯ୍ୟନ୍ତ ସମସ୍ତ ଗାଡ଼ି ମଟର ଠିଆ ହୋଇ ରହିଥିଲା। ରାସ୍ତା ଜାମ୍ ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ
The post ରାଜପଥ ୪ ଘଣ୍ଟା ବନ୍ଦ appeared first on Dharitri Odia News.