ରାଜ୍ୟରେ ହଇଜା ହାହାକାର 

ରାଜ୍ୟରେ ହଇଜା ହାହାକାର । ଜିଲ୍ଲା ପରେ ଜିଲ୍ଲାକୁ ମାଡ଼ି ଚାଲିଛି ଝାଡ଼ାବାନ୍ତି । ହଟ୍ ସ୍ପଟ୍ ଯାଜପୁରରେ ମାରାତ୍ମକ ଭିବ୍ରିଓ କଲେରାର ଉପସ୍ଥିତି ନେଇ କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଥିବା ବେଳେ, ଏହା ଏଣ୍ଡେମିକ୍ ଷ୍ଟେଜରେ ଥିବା ସୂଚନା ଦେଇଛନ୍ତି । ସେପଟେ ସ୍ଥିତି ମୁକାବିଲା ପାଇଁ ଲୋକଙ୍କୁ ଭୋଜିଭାତ ସହ ବାହାରେ ଖିଆପିଆ ଆଦି କରିବାକୁ ମନା କରାଯାଉଥିବା ବେଳେ, ହୋଟେଲ୍ ଓ ଜଳଖିଆ ଦୋକାନ ଆଦି ଖୋଲିବା ଉପରେ ବି କଟକଣା ଲାଗିଛି । 

ରାଜ୍ୟରେ ହଇଜା ହାହାକାର 
Array