ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ସ୍ବାଗତ
ଡଲାସ, ୯।୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କୁ ଡଲାସ୍ରେ ଭାରତୀୟମାନେ ସ୍ବାଗତ କରିଛନ୍ତି। ଏହି ଅବସରରେ ରାହୁଲଙ୍କ ସହ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ(ଆଇଓସି) ନେତା ସାମ୍ ପିଟ୍ରୋଡା ଉପସ୍ଥିତ ଥିଲେ। ରାହୁଲ ଏହାର ଫଟୋ ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଏକ୍ସ’ରେ ଶେୟାର କରିଛନ୍ତି। ରବିବାର ଡଲାସର ଟେକ୍ସାସ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷାବିତ୍ଙ୍କ ସହ ରାହୁଲ ଆଲୋଚନା କରିବା ସହ ଭାରତୀୟ ସମୁଦାୟର କିଛି ଟେକ୍ନୋକ୍ରାଟଙ୍କ ସହ […] The post ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ସ୍ବାଗତ appeared first on Dharitri Odia News.
ଡଲାସ, ୯।୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କୁ ଡଲାସ୍ରେ ଭାରତୀୟମାନେ ସ୍ବାଗତ କରିଛନ୍ତି। ଏହି ଅବସରରେ ରାହୁଲଙ୍କ ସହ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ(ଆଇଓସି) ନେତା ସାମ୍ ପିଟ୍ରୋଡା ଉପସ୍ଥିତ ଥିଲେ। ରାହୁଲ ଏହାର ଫଟୋ ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଏକ୍ସ’ରେ ଶେୟାର କରିଛନ୍ତି। ରବିବାର ଡଲାସର ଟେକ୍ସାସ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଶିକ୍ଷାବିତ୍ଙ୍କ ସହ ରାହୁଲ ଆଲୋଚନା କରିବା ସହ ଭାରତୀୟ ସମୁଦାୟର କିଛି ଟେକ୍ନୋକ୍ରାଟଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି।
The post ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ସ୍ବାଗତ appeared first on Dharitri Odia News.