ରିପବ୍ଲିକାନ୍ ପାର୍ଟିର ପ୍ରାଇମେରି ଦୌଡ଼ରୁ ଓହରିଲେ ଡିସାଣ୍ଟିସ୍: ଟ୍ରମ୍ପ୍ଙ୍କୁ ଜଣାଇଲେ ସମର୍ଥନ
ଓ୍ବାଶିଂଟନ,୨୨।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ହେବା ପାଇଁ ପ୍ରାଇମେରି ଦୌଡ଼ରୁ ଫ୍ଲୋରିଡା ଗଭର୍ନର ରୋନ୍ ଡିସାଣ୍ଟିସ୍ ଓହରିଯାଇଛନ୍ତି। ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଦଳର ପ୍ରାର୍ଥୀ ଭାବେ ସମର୍ଥନ ଜଣାଇଛନ୍ତି। ପୂର୍ବରୁ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ନେତା ବିବେକ ରାମସ୍ବାମୀ ଦୌଡ଼ରୁ ଓହରିଯାଇଥିବା ବେଳେ ଏବେ ଏକମାତ୍ର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ପ୍ରାର୍ଥତ୍ତ୍ୱ ଦୌଡ଼ରେ ଟ୍ରମ୍ପ୍ଙ୍କ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। The post ରିପବ୍ଲିକାନ୍ ପାର୍ଟିର ପ୍ରାଇମେରି ଦୌଡ଼ରୁ ଓହରିଲେ ଡିସାଣ୍ଟିସ୍: ଟ୍ରମ୍ପ୍ଙ୍କୁ ଜଣାଇଲେ ସମର୍ଥନ appeared first on Dharitri Odia News.
ଓ୍ବାଶିଂଟନ,୨୨।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ହେବା ପାଇଁ ପ୍ରାଇମେରି ଦୌଡ଼ରୁ ଫ୍ଲୋରିଡା ଗଭର୍ନର ରୋନ୍ ଡିସାଣ୍ଟିସ୍ ଓହରିଯାଇଛନ୍ତି। ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଦଳର ପ୍ରାର୍ଥୀ ଭାବେ ସମର୍ଥନ ଜଣାଇଛନ୍ତି। ପୂର୍ବରୁ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ନେତା ବିବେକ ରାମସ୍ବାମୀ ଦୌଡ଼ରୁ ଓହରିଯାଇଥିବା ବେଳେ ଏବେ ଏକମାତ୍ର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ପ୍ରାର୍ଥତ୍ତ୍ୱ ଦୌଡ଼ରେ ଟ୍ରମ୍ପ୍ଙ୍କ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି।
The post ରିପବ୍ଲିକାନ୍ ପାର୍ଟିର ପ୍ରାଇମେରି ଦୌଡ଼ରୁ ଓହରିଲେ ଡିସାଣ୍ଟିସ୍: ଟ୍ରମ୍ପ୍ଙ୍କୁ ଜଣାଇଲେ ସମର୍ଥନ appeared first on Dharitri Odia News.