ରେଳ ରାସ୍ତା କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ରମିକ ମୃତ, ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି
ବୌଦ୍ଧ ହରଭଙ୍ଗା: ବୌଦ୍ଧ ପୁରୁଣାକଟକ ଠାରେ ରେଳ ରାସ୍ତା କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ରମିକ ମୃତ । ମୃତ ଶ୍ରମିକ ହେଲେ ଝାଡ଼ଖଣ୍ଡ ରାଜ୍ୟର ମିନୁ ଜନ୍ସାରି । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି । The post ରେଳ ରାସ୍ତା କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ରମିକ ମୃତ, ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି appeared first on KNews Odisha.

ବୌଦ୍ଧ ହରଭଙ୍ଗା: ବୌଦ୍ଧ ପୁରୁଣାକଟକ ଠାରେ ରେଳ ରାସ୍ତା କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ରମିକ ମୃତ । ମୃତ ଶ୍ରମିକ ହେଲେ ଝାଡ଼ଖଣ୍ଡ ରାଜ୍ୟର ମିନୁ ଜନ୍ସାରି । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛନ୍ତି ।
The post ରେଳ ରାସ୍ତା କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ରମିକ ମୃତ, ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି appeared first on KNews Odisha.