ରେଳ ଲାଇନରୁ ଏବିଡିଓଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ସନ୍ଦେହଜନକ ଅବସ୍ଥାରେ ରେଳ ଲାଇନରୁ ମୃତଦେହ ଉଦ୍ଧାର I ହରିଚନ୍ଦନପୁର ଫ୍ଲାଏଓଭର ତଳ ଟ୍ରେନ ଲାଇନ୍‌ରୁ ଉଦ୍ଧାର ହୋଇଛି ହାଟଡିହି ବ୍ଲକ୍‌ ଏବିଡିଓଙ୍କ ବିଧୁଭୂଷଣ ଜେନାଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହ ଠାବ କଲା ଜିଆର୍‌ପି । ବିଧୁଭୂଷଣ ଚଳନ୍ତା ଟ୍ରେନ ରୁ ଖସି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଥିବା ବେଳେ ତାଙ୍କୁ ହତ୍ୟା କରି ରେଳଲାଇନରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I ତେବେ ଏହା ହତ୍ୟାନ ଦୁର୍ଘଟଣା […]

ରେଳ ଲାଇନରୁ ଏବିଡିଓଙ୍କ ମୃତଦେହ ଉଦ୍ଧାର
ରେଳ ଲାଇନରୁ ଏବିଡିଓଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ସନ୍ଦେହଜନକ ଅବସ୍ଥାରେ ରେଳ ଲାଇନରୁ ମୃତଦେହ ଉଦ୍ଧାର I ହରିଚନ୍ଦନପୁର ଫ୍ଲାଏଓଭର ତଳ ଟ୍ରେନ ଲାଇନ୍‌ରୁ ଉଦ୍ଧାର ହୋଇଛି ହାଟଡିହି ବ୍ଲକ୍‌ ଏବିଡିଓଙ୍କ ବିଧୁଭୂଷଣ ଜେନାଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହ ଠାବ କଲା ଜିଆର୍‌ପି । ବିଧୁଭୂଷଣ ଚଳନ୍ତା ଟ୍ରେନ ରୁ ଖସି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଥିବା ବେଳେ ତାଙ୍କୁ ହତ୍ୟା କରି ରେଳଲାଇନରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି I ତେବେ ଏହା ହତ୍ୟାନ ଦୁର୍ଘଟଣା ଜନିତ ଏଯାଏଁ ଜଣାପଡ଼ିନି । ପୋଲିସ ମୃତଦେହ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।