ରେୱାରି ମୋ ଗ୍ୟାରେଣ୍ଟିର ସର୍ବ ପ୍ରଥମ ସାକ୍ଷୀ: ମୋଦି

ରଓ୍ବୋଡି,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଫେବୃଆରୀ ୧୬, ୨୦୨୪) ହରିୟାଣାର ରେୱାଡିକୁ ଏକ ବଡ ଉପହାର ଦେଇଛନ୍ତି। ସେ କହିଛନ୍ତି- ଏଠାରେ ଆଧୁନିକ ରାସ୍ତା ନିର୍ମାଣ ହେଲେ, ରେଳବାଇର ଏକ ଆଧୁନିକ ନେଟୱାର୍କ ଏବଂ ଏଠାରେ ବଡ଼ ଏବଂ ଭଲ ଡାକ୍ତରଖାନା ଥିବାବେଳେ ହିଁ ଏହି ରାଜ୍ୟ ବିକାଶ ହେବ। କିଛି ସମୟ ପୂର୍ବରୁ, ମୁଁ ପ୍ରାୟ ୧୦ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ହସ୍ତାନ୍ତର କରିବାର ସୁଯୋଗ ପାଇଲି, ଯେଉଁଥିରେ ରେୱାଡି ଏମ୍ସ, […] The post ରେୱାରି ମୋ ଗ୍ୟାରେଣ୍ଟିର ସର୍ବ ପ୍ରଥମ ସାକ୍ଷୀ: ମୋଦି appeared first on Dharitri Odia News.

ରେୱାରି ମୋ ଗ୍ୟାରେଣ୍ଟିର ସର୍ବ ପ୍ରଥମ ସାକ୍ଷୀ: ମୋଦି

ରଓ୍ବୋଡି,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଫେବୃଆରୀ ୧୬, ୨୦୨୪) ହରିୟାଣାର ରେୱାଡିକୁ ଏକ ବଡ ଉପହାର ଦେଇଛନ୍ତି। ସେ କହିଛନ୍ତି- ଏଠାରେ ଆଧୁନିକ ରାସ୍ତା ନିର୍ମାଣ ହେଲେ, ରେଳବାଇର ଏକ ଆଧୁନିକ ନେଟୱାର୍କ ଏବଂ ଏଠାରେ ବଡ଼ ଏବଂ ଭଲ ଡାକ୍ତରଖାନା ଥିବାବେଳେ ହିଁ ଏହି ରାଜ୍ୟ ବିକାଶ ହେବ। କିଛି ସମୟ ପୂର୍ବରୁ, ମୁଁ ପ୍ରାୟ ୧୦ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ହସ୍ତାନ୍ତର କରିବାର ସୁଯୋଗ ପାଇଲି, ଯେଉଁଥିରେ ରେୱାଡି ଏମ୍ସ, ଗୁରୁଗ୍ରାମ ମେଟ୍ରୋ ଏବଂ ଅନେକ ରେଳ ଲାଇନ ଅନ୍ତର୍ଭୁକ୍ତ।
ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏଥର ଆମେ ୪୦୦ ଅତିକ୍ରମ କରିବୁ। ସଫଳ ଜି -୨୦ ସମ୍ମିଳନୀ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ ଆପଣଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇଛି। ମୋର ତୃତୀୟ କାର୍ଯ୍ୟକାଳରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି କରିବା ପାଇଁ ଆଶୀର୍ବାଦ ଦରକାର।

The post ରେୱାରି ମୋ ଗ୍ୟାରେଣ୍ଟିର ସର୍ବ ପ୍ରଥମ ସାକ୍ଷୀ: ମୋଦି appeared first on Dharitri Odia News.