ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ, ରାତି ୧୦ ଟାରେ ଉଠିବ ମହାଦୀପ

ଭୁବନେଶ୍ୱର :  ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଠିକ୍ ରାତି ୧୦ ଟାରେ ଉଠିବ ମହାଦୀପ  ।  ଲିଙ୍ଗରାଜ ମନ୍ଦିରର ବିଭିନ୍ନ ନିଯୋଗ ସହିତ ଚର୍ଚ୍ଚା ଆଲୋଚନା ଚାଲିଛି  । ଜାଗରଯାତ୍ରାକୁ ସୁରୁଖୁରରେ ସଂପନ୍ନ ପାଇଁ ସମସ୍ତଙ୍କ ସହଯୋଗ ରହିବ । ଶ୍ରଦ୍ଧାଳୁଙ୍କ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି  । ବୈଠକରେ ଏ ପୂରା ବ୍ୟବସ୍ଥାର ସମୀକ୍ଷା କରାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ଭାବେ ସିସି […] The post ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ, ରାତି ୧୦ ଟାରେ ଉଠିବ ମହାଦୀପ appeared first on KNews Odisha.

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ, ରାତି ୧୦ ଟାରେ ଉଠିବ ମହାଦୀପ
lord lingaraj temple

ଭୁବନେଶ୍ୱର :  ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଠିକ୍ ରାତି ୧୦ ଟାରେ ଉଠିବ ମହାଦୀପ  ।  ଲିଙ୍ଗରାଜ ମନ୍ଦିରର ବିଭିନ୍ନ ନିଯୋଗ ସହିତ ଚର୍ଚ୍ଚା ଆଲୋଚନା ଚାଲିଛି  । ଜାଗରଯାତ୍ରାକୁ ସୁରୁଖୁରରେ ସଂପନ୍ନ ପାଇଁ ସମସ୍ତଙ୍କ ସହଯୋଗ ରହିବ । ଶ୍ରଦ୍ଧାଳୁଙ୍କ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି  ।

ବୈଠକରେ ଏ ପୂରା ବ୍ୟବସ୍ଥାର ସମୀକ୍ଷା କରାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ଭାବେ ସିସି ଟିଭିର ବ୍ୟବସ୍ଥା ହେବ । ଶ୍ରଦ୍ଧାଳୁମାନେ ମନ୍ଦିରକୁ କେଉଁ ବାଟେ ଆସିବେ । ସେବାୟତଙ୍କ ପରିବାର କେଉଁବାଟେ ମନ୍ଦିର ଭିତରକୁ ପ୍ରବେଶ କରିବେ। ପାସଧାରୀ ଭିଆଇପି ଆସିବେ। ସେଥିପାଇଁ କ୍ରିୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

The post ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ, ରାତି ୧୦ ଟାରେ ଉଠିବ ମହାଦୀପ appeared first on KNews Odisha.