ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଜାରି ହେଲା ଗାଇଡ୍ଲାଇନ୍, ଏଥିରେ ରହିଛି…
ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଜାରି ହୋଇଛି ଗାଇଡ୍ଲାଇନ୍। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକର ନିରାପତ୍ତା ଯାଞ୍ଚ ବାଧ୍ୟତାମୂଳକ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି। ଶିକ୍ଷାର୍ଥୀଙ୍କ ମନସ୍ତାତ୍ତ୍ବିକ ବିକାଶ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକ, ସ୍ଥାନୀୟ ବ୍ୟକ୍ତିବିଶେଷ ସ୍କୁଲରେ ବିପଦ ଥିଲେ ଅବଗତ କରିପାରିବେ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି। The post ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଜାରି ହେଲା ଗାଇଡ୍ଲାଇନ୍, ଏଥିରେ ରହିଛି… appeared first on Dharitri Odia News.
ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଜାରି ହୋଇଛି ଗାଇଡ୍ଲାଇନ୍। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକର ନିରାପତ୍ତା ଯାଞ୍ଚ ବାଧ୍ୟତାମୂଳକ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି। ଶିକ୍ଷାର୍ଥୀଙ୍କ ମନସ୍ତାତ୍ତ୍ବିକ ବିକାଶ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକ, ସ୍ଥାନୀୟ ବ୍ୟକ୍ତିବିଶେଷ ସ୍କୁଲରେ ବିପଦ ଥିଲେ ଅବଗତ କରିପାରିବେ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି।
The post ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଜାରି ହେଲା ଗାଇଡ୍ଲାଇନ୍, ଏଥିରେ ରହିଛି… appeared first on Dharitri Odia News.