ସଂଶୋଧିତ ବିଜ୍ଞପ୍ତି ଜାରି : ଚାଲିବ ଡ୍ୟାନ୍ସ ବାର୍, କିନ୍ତୁ ବିନା ଡ୍ୟାନ୍ସରେ
ଭୁବନେଶ୍ୱର : ଚାଲିବ ଡ୍ୟାନ୍ସ ବାର୍ କିନ୍ତୁ ଡ୍ୟାନ୍ସକୁ ନାହିଁ ଅନୁମତି । କିନ୍ତୁ ଗୀତ ଗାଈ ପାରିବେ । ସେପରି ଅନୁମତି ଦେଇଛନ୍ତି ସରକାର । କଟକଣା କୋହଳ ହେବା ସହ ପୁଣି ଚାଲିବ ଡ୍ୟାନ୍ସ ବାର୍ । ଏନେଇ ଅବକାରୀ ବିଭାଗର ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଛି । ୨୧ଟି ସର୍ତ୍ତ ଆଧାରରେ ଡ୍ୟାନ୍ସ ବାର୍ ପରିଚାଳନାକୁ ଅନୁମତି ମିଳିଛି । ଡ୍ୟାନ୍ସ ବାର୍ ପରିସରରେ ଲାଗିବ ସିସିଟିଭି କ୍ୟାମେରା । ସିସିଟିଭି ଖରାପ […] The post ସଂଶୋଧିତ ବିଜ୍ଞପ୍ତି ଜାରି : ଚାଲିବ ଡ୍ୟାନ୍ସ ବାର୍, କିନ୍ତୁ ବିନା ଡ୍ୟାନ୍ସରେ appeared first on KNews Odisha.

ଭୁବନେଶ୍ୱର : ଚାଲିବ ଡ୍ୟାନ୍ସ ବାର୍ କିନ୍ତୁ ଡ୍ୟାନ୍ସକୁ ନାହିଁ ଅନୁମତି । କିନ୍ତୁ ଗୀତ ଗାଈ ପାରିବେ । ସେପରି ଅନୁମତି ଦେଇଛନ୍ତି ସରକାର । କଟକଣା କୋହଳ ହେବା ସହ ପୁଣି ଚାଲିବ ଡ୍ୟାନ୍ସ ବାର୍ । ଏନେଇ ଅବକାରୀ ବିଭାଗର ସଂଶୋଧିତ ବିଜ୍ଞପ୍ତି ଜାରି କରାଯାଇଛି । ୨୧ଟି ସର୍ତ୍ତ ଆଧାରରେ ଡ୍ୟାନ୍ସ ବାର୍ ପରିଚାଳନାକୁ ଅନୁମତି ମିଳିଛି । ଡ୍ୟାନ୍ସ ବାର୍ ପରିସରରେ ଲାଗିବ ସିସିଟିଭି କ୍ୟାମେରା । ସିସିଟିଭି ଖରାପ ହେଲେ ବାର୍ ମାଲିକ ଥାନାକୁ ଅବଗତ କରିବେ।
ଡ୍ୟାନ୍ସ ଗର୍ଲଙ୍କ ରେକର୍ଡ ରଖିବାକୁ ରେଜିଷ୍ଟ୍ରର ରଖାଯିବ । ପୁରୁଷ ଓ ମହିଳାଙ୍କ ପୋଷାକରେ ଶାଳୀନତା ରହିବ । ଅନୈତିକ କାର୍ଯ୍ୟରେ ଲିପ୍ତ ଚାର୍ଜସିଟ ଥିବା ମହିଳାଙ୍କୁ ବାର୍ ବାରଣ କରାଯାଇଛି । ମହିଳାଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବେ ବାର୍ ମାଲିକ । ଗ୍ରାହକ ସିଧାସଳଖ ଟଙ୍କା ବା ଉପହାର ଦେଇପାରିବେନି । ଡ୍ୟାନ୍ସ ବାର ପରିସରରେ ସିଗାରେଟ ସେବନ ଉପରେ କଟକଣା ଲଗାଯାଇଛି ।
The post ସଂଶୋଧିତ ବିଜ୍ଞପ୍ତି ଜାରି : ଚାଲିବ ଡ୍ୟାନ୍ସ ବାର୍, କିନ୍ତୁ ବିନା ଡ୍ୟାନ୍ସରେ appeared first on KNews Odisha.