ସଂସ୍କୃତି ଓ ପରମ୍ପରା ବହନ କରେ ଖିଚିଂ, ଏଠାରେ ରହିଛି…

ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା,ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ। ପୂର୍ବରୁ ଭଞ୍ଜ ବଂଶୀୟ ଶାସକଙ୍କର ଏହା ଥିଲା ରାଜଧାନୀ। ଏଠାରେ ମା’ କୀଚକେଶ୍ୱରୀ ମନ୍ଦିର ଧାର୍ମିକ ଓ ଐତିହାସିକ ମହତ୍ତ୍ୱକୁ ପରିପ୍ରକାଶ କରିଆସୁଛି। ମନ୍ଦିରକୁ ମୟୂରଭଞ୍ଜର ମହାରାଜା ରାୟଭଞ୍ଜ ଖ୍ରୀ.୯୨୦ରୁ ୯୨୫ମଧ୍ୟରେ କଳା ମୁଗୁନି ପଥର ନିର୍ମାଣ କରାଇଥିଲେ। ଏଠାରେଥିବା ସଂଗ୍ରହାଳୟ ରାଜ୍ୟର ପ୍ରଥମ ସଂଗ୍ରହାଳୟ ଭାବେ ଖ୍ୟାତ। ଶତାଧିକ କାରୁକାର୍ଯ୍ୟ ସମ୍ପନ୍ନ ମୂର୍ତ୍ତି, କଳାକୃତି, […] The post ସଂସ୍କୃତି ଓ ପରମ୍ପରା ବହନ କରେ ଖିଚିଂ, ଏଠାରେ ରହିଛି… appeared first on Dharitri Odia News.

ସଂସ୍କୃତି ଓ ପରମ୍ପରା ବହନ କରେ ଖିଚିଂ, ଏଠାରେ ରହିଛି…

ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା,ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ। ପୂର୍ବରୁ ଭଞ୍ଜ ବଂଶୀୟ ଶାସକଙ୍କର ଏହା ଥିଲା ରାଜଧାନୀ। ଏଠାରେ ମା’ କୀଚକେଶ୍ୱରୀ ମନ୍ଦିର ଧାର୍ମିକ ଓ ଐତିହାସିକ ମହତ୍ତ୍ୱକୁ ପରିପ୍ରକାଶ କରିଆସୁଛି। ମନ୍ଦିରକୁ ମୟୂରଭଞ୍ଜର ମହାରାଜା ରାୟଭଞ୍ଜ ଖ୍ରୀ.୯୨୦ରୁ ୯୨୫ମଧ୍ୟରେ କଳା ମୁଗୁନି ପଥର ନିର୍ମାଣ କରାଇଥିଲେ। ଏଠାରେଥିବା ସଂଗ୍ରହାଳୟ ରାଜ୍ୟର ପ୍ରଥମ
ସଂଗ୍ରହାଳୟ ଭାବେ ଖ୍ୟାତ। ଶତାଧିକ କାରୁକାର୍ଯ୍ୟ ସମ୍ପନ୍ନ ମୂର୍ତ୍ତି, କଳାକୃତି, ମୁଦ୍ରା, ଶିଳାଲେଖ, ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ, ଲୌହ ନିର୍ମିତ ଅସ୍ତ୍ରଶସ୍ତ୍ର ଆବିଷ୍କୃତ ହୋଇ ମନ୍ଦିର ପରିସୀମାରେ ଥିବା ସଂଗ୍ରହାଳୟରେ ସଂରକ୍ଷିତ ରଖାଯାଇଛି।

The post ସଂସ୍କୃତି ଓ ପରମ୍ପରା ବହନ କରେ ଖିଚିଂ, ଏଠାରେ ରହିଛି… appeared first on Dharitri Odia News.