ସର୍ଟ ସର୍କିଟରୁ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଚାଲିଗଲା ୫ ଜୀବନ

ଲକ୍ଷ୍ନୌ ୦୬/୦୩: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଅଭାବନୀୟ ଘଟଣା । ସିଲିଣ୍ଡର ବ୍ଲାଷ୍ଟରୁ ୫ ଜଣଙ୍କ ମୃତ୍ୟୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କାକୋରୀ ଅଞ୍ଚଳରେ ରହୁଥିବା ମୁଶୀର ନାମକ ବ୍ୟକ୍ତିଙ୍କ ଘରେ ହଠାତ୍‌ ସର୍ଟ ସର୍କିଟ ହୋଇଥିଲା । ଏହାପରେ ସେଥିରୁ ନିଆଁ ଘର ସାରା ବ୍ୟାପିଯାଇଥିଲା । ଯେଉଁଥିପାଇଁ ପରିବାରର ୯ ସଦସ୍ୟ ପ୍ରଭାବିତ ହୋଇଥିଲେ । ଏହା ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିଥିଲା । you can also read... wp:embed {"url":"https://www.prameyanews7.com/mamata-says-if-centre-fails-bengal-govt-will-fund-welfare-projects/","type":"wp-embed","providerNameSlug":"prameya-news-7"} https://www.prameyanews7.com/mamata-says-if-centre-fails-bengal-govt-will-fund-welfare-projects/ /wp:embed

ସର୍ଟ ସର୍କିଟରୁ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଚାଲିଗଲା ୫ ଜୀବନ

ଲକ୍ଷ୍ନୌ ୦୬/୦୩: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଅଭାବନୀୟ ଘଟଣା । ସିଲିଣ୍ଡର ବ୍ଲାଷ୍ଟରୁ ୫ ଜଣଙ୍କ ମୃତ୍ୟୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ରାତି ପ୍ରାୟ ୧୦ଟାରେ କାକୋରୀ ଅଞ୍ଚଳରେ ରହୁଥିବା ମୁଶୀର ନାମକ ବ୍ୟକ୍ତିଙ୍କ ଘରେ ହଠାତ୍‌ ସର୍ଟ ସର୍କିଟ ହୋଇଥିଲା । ଏହାପରେ ସେଥିରୁ ନିଆଁ ଘର ସାରା ବ୍ୟାପିଯାଇଥିଲା । ଯେଉଁଥିପାଇଁ ପରିବାରର ୯ ସଦସ୍ୟ ପ୍ରଭାବିତ ହୋଇଥିଲେ । ଏହା ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଚାରିଜଣଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିଥିଲା ।

you can also read... wp:embed {"url":"https://www.prameyanews7.com/mamata-says-if-centre-fails-bengal-govt-will-fund-welfare-projects/","type":"wp-embed","providerNameSlug":"prameya-news-7"}

https://www.prameyanews7.com/mamata-says-if-centre-fails-bengal-govt-will-fund-welfare-projects/
/wp:embed