ସାଇକେଲରେ ଆସି ଭୋଟ ଦେଲେ ପ୍ରତାପ ଷଡଙ୍ଗୀ
ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି କ୍ରମରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଭୋଟ ଦେଇଛନ୍ତି। ଏଥର ଚାନ୍ଦବାଲି ଆସନରୁ ଲଢୁଛନ୍ତି ମନମୋହନ। ସେହିପରି ବାଲେଶ୍ୱର ବିଜେଡି ଏମ୍ପି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ଭାଜପା ଏମ୍ପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ସାଇକେଲରେ ଆସି ଭୋଟ ଦେଇଛନ୍ତି। The post ସାଇକେଲରେ ଆସି ଭୋଟ ଦେଲେ ପ୍ରତାପ ଷଡଙ୍ଗୀ appeared first on Dharitri Odia News.
ଭୁବନେଶ୍ୱର,୧।୬: ରାଜ୍ୟରେ ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି କ୍ରମରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଭୋଟ ଦେଇଛନ୍ତି। ଏଥର ଚାନ୍ଦବାଲି ଆସନରୁ ଲଢୁଛନ୍ତି ମନମୋହନ। ସେହିପରି ବାଲେଶ୍ୱର ବିଜେଡି ଏମ୍ପି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ଭାଜପା ଏମ୍ପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ସାଇକେଲରେ ଆସି ଭୋଟ ଦେଇଛନ୍ତି।
The post ସାଇକେଲରେ ଆସି ଭୋଟ ଦେଲେ ପ୍ରତାପ ଷଡଙ୍ଗୀ appeared first on Dharitri Odia News.