ସିମିଳିପାଳ ଜଙ୍ଗଲରେ ସଜାଗ AI କ୍ୟାମେରା, କ୍ଷଣକେ ଧରାପଡୁଛନ୍ତି ଅନୁପ୍ରବେଶକାରୀ

ସିମିଳିପାଳ,୨୨ା୫: ସରକାରଙ୍କ ଦ୍ୱାରା ସିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଲଗାଯାଇଥିବା ଏଆଇ କ୍ୟାମେରା ସାହାଯ୍ୟରେ ଧରାପଡିଛନ୍ତି ଅନୁପ୍ରବେଶକାରୀ। ଖବର ଅନୁଯାୟୀ, ଭାରତୀୟ ବନ ସେବା ଅଧିକାରୀ ସୁସାନ୍ତ ନନ୍ଦ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଫଟୋରେ ଉଲ୍ଲେଖ କରିଛନ୍ତି, ”ଏଆଇ କ୍ୟାମେରା ସକାଳ ୧୧.୩୦ରେ ଫଟେ ସହିତ ଘଟଣା ବିଷୟରେ ସୂଚନା ଦେଇଥିଲା। ଏହାର କିଛି ମିନିଟ ମଧ୍ୟରେ ଅନୁପ୍ରବେଶକାରୀଙ୍କୁ ଧରି ଜଙ୍ଗଲକୁ ସୁରକ୍ଷିତ କରିଥିଲା ବନ ବିଭାଗ।“ ଉଲ୍ଲେଖଯୋଗ୍ୟ ଓଡିଶା ସରକାର […] The post ସିମିଳିପାଳ ଜଙ୍ଗଲରେ ସଜାଗ AI କ୍ୟାମେରା, କ୍ଷଣକେ ଧରାପଡୁଛନ୍ତି ଅନୁପ୍ରବେଶକାରୀ appeared first on Dharitri Odia News.

ସିମିଳିପାଳ ଜଙ୍ଗଲରେ ସଜାଗ AI କ୍ୟାମେରା, କ୍ଷଣକେ ଧରାପଡୁଛନ୍ତି ଅନୁପ୍ରବେଶକାରୀ

ସିମିଳିପାଳ,୨୨ା୫: ସରକାରଙ୍କ ଦ୍ୱାରା ସିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଲଗାଯାଇଥିବା ଏଆଇ କ୍ୟାମେରା ସାହାଯ୍ୟରେ ଧରାପଡିଛନ୍ତି ଅନୁପ୍ରବେଶକାରୀ।

ଖବର ଅନୁଯାୟୀ, ଭାରତୀୟ ବନ ସେବା ଅଧିକାରୀ ସୁସାନ୍ତ ନନ୍ଦ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଫଟୋରେ ଉଲ୍ଲେଖ କରିଛନ୍ତି, ”ଏଆଇ କ୍ୟାମେରା ସକାଳ ୧୧.୩୦ରେ ଫଟେ ସହିତ ଘଟଣା ବିଷୟରେ ସୂଚନା ଦେଇଥିଲା। ଏହାର କିଛି ମିନିଟ ମଧ୍ୟରେ ଅନୁପ୍ରବେଶକାରୀଙ୍କୁ ଧରି ଜଙ୍ଗଲକୁ ସୁରକ୍ଷିତ କରିଥିଲା ବନ ବିଭାଗ।“

ଉଲ୍ଲେଖଯୋଗ୍ୟ ଓଡିଶା ସରକାର ସିମଲିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏଆଇ କ୍ୟାମେରା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

The post ସିମିଳିପାଳ ଜଙ୍ଗଲରେ ସଜାଗ AI କ୍ୟାମେରା, କ୍ଷଣକେ ଧରାପଡୁଛନ୍ତି ଅନୁପ୍ରବେଶକାରୀ appeared first on Dharitri Odia News.