ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବାଇଧର ମଲିକଙ୍କୁ ସ୍ତ୍ରୀଙ୍କ ଆଖି ସାମ୍ନାରେ ଟାଣିନେଇଛି କୁମ୍ଭୀର। ହଂସୁଆ ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ଖୋଜାଖୋଜି ଚାଲିଛି। The post ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କୁ ଟାଣିନେଲା କୁମ୍ଭୀର appeared first on Dharitri Odia News.

ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବାଇଧର ମଲିକଙ୍କୁ ସ୍ତ୍ରୀଙ୍କ ଆଖି ସାମ୍ନାରେ ଟାଣିନେଇଛି କୁମ୍ଭୀର। ହଂସୁଆ ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ଖୋଜାଖୋଜି ଚାଲିଛି।

The post ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କୁ ଟାଣିନେଲା କୁମ୍ଭୀର appeared first on Dharitri Odia News.