ହରିଣକୁ ଝୁଣି ଖାଇଲା ହେଟା ବାଘ, ମୃତ ଶରୀରକୁ ଉଦ୍ଧାର କଲା ବନବିଭାଗ
ଆନନ୍ଦପୁର ୦୨/୦୭: ହରିଣକୁ ଝୁଣି ଖାଇଲା ହେଟା ବାଘ । ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଲା ବନବିଭାଗ । ଆନନ୍ଦପୁର ନଜର ଆସିଛି ଏମିତି ଘଟଣା । ସୂଚନା ଥାଉକି, ଜଙ୍ଗଲ ମଧ୍ୟରେ ହରିଣକୁ ଆକ୍ରମଣ କରି ଝୁଣି ମାରିଦେଇଛି ହେଟା ବାଘ । ଆନନ୍ଦପୁର ରେଂଜ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଏଭଳି ଘଟିଥିବା ବେଳେ ମୃତ ହରିଣକୁ ଉଦ୍ଧାର କରି ପୋଷ୍ଟମାଷ୍ଟର କରିବାପରେ ପୋତି ଦେଇଛି ବନବିଭାଗ । ସୋମବାର ବିଳମ୍ବିତ ରାତିରେ ବରାଙ୍ଗ ସଂରକ୍ଷିତ ଜଙ୍ଗଲର ଓ୍ବାଚ୍ ଟାଓ୍ବାର ନିକଟରେ ହରିଣକୁ ଏକ ହେଟାବାଘ ଆକ୍ରମଣ କରିଥିବା ବନ ବିଭାଗ ପକ୍ଷରୁ ସୁଚନା ମିଳିଛି ।
ଆନନ୍ଦପୁର ୦୨/୦୭: ହରିଣକୁ ଝୁଣି ଖାଇଲା ହେଟା ବାଘ । ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଲା ବନବିଭାଗ । ଆନନ୍ଦପୁର ନଜର ଆସିଛି ଏମିତି ଘଟଣା ।
ସୂଚନା ଥାଉକି, ଜଙ୍ଗଲ ମଧ୍ୟରେ ହରିଣକୁ ଆକ୍ରମଣ କରି ଝୁଣି ମାରିଦେଇଛି ହେଟା ବାଘ । ଆନନ୍ଦପୁର ରେଂଜ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଏଭଳି ଘଟିଥିବା ବେଳେ ମୃତ ହରିଣକୁ ଉଦ୍ଧାର କରି ପୋଷ୍ଟମାଷ୍ଟର କରିବାପରେ ପୋତି ଦେଇଛି ବନବିଭାଗ । ସୋମବାର ବିଳମ୍ବିତ ରାତିରେ ବରାଙ୍ଗ ସଂରକ୍ଷିତ ଜଙ୍ଗଲର ଓ୍ବାଚ୍ ଟାଓ୍ବାର ନିକଟରେ ହରିଣକୁ ଏକ ହେଟାବାଘ ଆକ୍ରମଣ କରିଥିବା ବନ ବିଭାଗ ପକ୍ଷରୁ ସୁଚନା ମିଳିଛି ।