ହାତୀ ଆକ୍ରମଣରେ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ
ଝାରବନ୍ଧ,୧୮।୬(ଦେବେନ୍ଦ୍ର ସାହୁ):ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ପଞ୍ଚାୟତର ସଲଡିହି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ, ଉକ୍ତ ଗ୍ରାମର ବିପିନ ବରିହାଙ୍କ ସ୍ତ୍ରୀ ପାନ(୨୮), ଝିଅ ସୁନନ୍ଦା (୧୧) ଏବଂ ପୁଅ ଆଦିତ୍ୟ (୩)। ଘରଦାଣ୍ଡରେ ଖଟିଆ ପକାଇ ଶୋଇଥିବାବେଳେ ୪ ହାତୀ ଆସି ଆକ୍ରମଣ କରିଥିଲେ। କୌଶଳ କ୍ରମେ ବିପିନ ସେଠାରୁ ଦୌଡ଼ି ପଲାଇ ଥିବାବେଳେ ପରିବାରର ଅନ୍ୟ ୩ ଜଣଙ୍କୁ ହାତୀମାନେ […] The post ହାତୀ ଆକ୍ରମଣରେ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ appeared first on Dharitri Odia News.
ଝାରବନ୍ଧ,୧୮।୬(ଦେବେନ୍ଦ୍ର ସାହୁ):ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ପଞ୍ଚାୟତର ସଲଡିହି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ, ଉକ୍ତ ଗ୍ରାମର ବିପିନ ବରିହାଙ୍କ ସ୍ତ୍ରୀ ପାନ(୨୮), ଝିଅ ସୁନନ୍ଦା (୧୧) ଏବଂ ପୁଅ ଆଦିତ୍ୟ (୩)। ଘରଦାଣ୍ଡରେ ଖଟିଆ ପକାଇ ଶୋଇଥିବାବେଳେ ୪ ହାତୀ ଆସି ଆକ୍ରମଣ କରିଥିଲେ। କୌଶଳ କ୍ରମେ ବିପିନ ସେଠାରୁ ଦୌଡ଼ି ପଲାଇ ଥିବାବେଳେ ପରିବାରର ଅନ୍ୟ ୩ ଜଣଙ୍କୁ ହାତୀମାନେ ଦଳି ମାରି ଦେଇଥିଲେ।
The post ହାତୀ ଆକ୍ରମଣରେ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ appeared first on Dharitri Odia News.